ETV Bharat / state

Dhamnagar By Poll: ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ - ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଧାମନଗର ଉପନିର୍ବାଚନ (Dhamnagar By Poll) ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ (Abanti Das file nominations ) । ନାମାଙ୍କନର ଶେଷ ଦିନରେ ଆଜି ଦଳୀୟ ନେତା, କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ଅବନ୍ତୀ । ଅଧିକ ପଢନ୍ତୁ

Dhamnagar By Poll: ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

author img

By

Published : Oct 14, 2022, 5:37 PM IST

ଭଦ୍ରକ: ଧାମନଗର ଉପନିର୍ବାଚନ (Dhamnagar By Poll) ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ (Abanti Das file nominations) । ନାମାଙ୍କନର ଶେଷ ଦିନରେ ଆଜି ଦଳୀୟ ନେତା, କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ଅବନ୍ତୀ ।

Dhamnagar By Poll: ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

ଅବନ୍ତୀ ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଭଦ୍ରକ ନେହେରୁ ଷ୍ଟାଡିୟମ ଠାରୁ ବାହାରି ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଦଳର ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଥିବା କହିଛନ୍ତି ବିଜେଡି ନେତା । ଅବନ୍ତୀ ବର୍ତ୍ତମାନ ତିହିଡ ବ୍ଲକ କାଁପଡା ପଞ୍ଚାୟତରୁ ସମିତି ସଭ୍ଯା ଭାବେ ନିର୍ବାଚିତ ହୋଇଥିଲେ । ଏହି ପଞ୍ଚାୟତ ନିର୍ବାଚନରେ BJD 15 ଟି ଆସନ, BJP 13 ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସ 3 ଟି ସମିତି ସଭ୍ୟ ଆସନ ଦଖଲ କରିଥିଲା । ଏହା ସହ ଅବନ୍ତୀ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.