ETV Bharat / state

12 ହଜାର ଲିଟରରୁ ଅଧିକ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’ - ବୁଲବୁଲ ଯୋଗୁଁ 32 ଶହ ଚାଷୀ ସହିଲେ କ୍ଷତି

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବାତ୍ୟା ବୁଲବୁଲର ପ୍ରଭାବ ପଡିଛି । ଫଳରେ ପାଖାପାଖି 32 ହଜାର ଚାଷୀଙ୍କ 12 ହଜାର ଲିଟରରୁ ଅଧିକ ଦୁଗ୍ଧ ନଷ୍ଟ ହେଇଯାଇଛି।

12 ହଜାର ଲିଟରରୁ ଊର୍ଦ୍ଧ୍ବ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’
author img

By

Published : Nov 11, 2019, 7:58 PM IST

ଭଦ୍ରକ: ବାତ୍ୟା ଫନି ପରେ ବୁଲବୁଲ ଚାଷୀଙ୍କ ନିଦ ଉଡାଇଦେଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବାତ୍ୟା ବୁଲବୁଲର ପ୍ରଭାବ ପଡିଛି । ଫଳରେ ଏହି ଅଞ୍ଚଳର ବହୁ ଚାଷୀ ପ୍ରଭାବିତ ହୋଇଥିବା ଜଣାପଡିଛି । ଏଥିରେ ଅଧିକ କ୍ଷତି ସହିଛନ୍ତି ଦୁଗ୍ଧ ଚାଷୀ ।

12 ହଜାର ଲିଟରରୁ ଊର୍ଦ୍ଧ୍ବ ଦୁଗ୍ଧ ନଷ୍ଟ କଲା ‘ବୁଲବୁଲ’

ସୂଚନା ଅନୁଯାୟୀ ଚାଷୀଙ୍କ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଇଯାଇଛି। ଏହାର ମୁଖ୍ୟ କାରଣ ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ବ୍ୟାହତ ବୋଲି ଜଣାପଡିଛି। ପାଖାପାଖି 32 ଶହ ଚାଷୀଙ୍କ 12 ହଜାର ଲିଟରରୁ ଅଧିକ କ୍ଷୀର ନଷ୍ଟ ହେଇଯାଇଛି। ଖବର ଅନୁଯାୟୀ ବାସୁଦେବପୁର ବ୍ଲକର 32 ଟି ସୋସାଇଟିର ଦୁଗ୍ଧ ଚାଷୀମାନେ ବାତ୍ୟା ବୁଲବୁଲର ପ୍ରଭାବରେ ପ୍ରଭାବିତ ହୋଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MILK FARMER
FORMAT : AVO
REPORT : DEBASIS MOHAPATRA / BHADRAK
DATE : 11.11.2019

ANCHOR : ବାତ୍ୟା ବୁଲବୁଲର ପ୍ରଭାବରେ ବାସୁଦେବପୁର ଅଞ୍ଚଳର ଦୁଗ୍ଧ ଚାଷୀ ପ୍ରଭାବିତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଷୀ ମାନଙ୍କ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଇଯାଇଛି। ଏହାର ମୁଖ୍ୟ କାରଣ ବିଦ୍ୟୁତ ସରବରାହ ବ୍ୟବସ୍ଥା ରେ ବ୍ୟାହତ ବୋଲି ଜଣାପଡିଛି। Body:ଫଳରେ ପାଖାପାଖି 3200 ଦୁଗ୍ଧ ଚାଷୀ ଙ୍କର 12 ହଜାର ଲିଟରରୁ ଅଧିକ କ୍ଷୀର ନଷ୍ଟ ହେଇଯାଇଛି। ଖବର ଅନୁଯାୟୀ ବାସୁଦେବପୁର ବ୍ଲକର 32 ଟି ସୋସାଇଟି ର ଦୁଗ୍ଧ ଚାଷୀ ମାନେ ବାତ୍ୟା ବୁଲବୁଲର ପ୍ରଭାବିତ ହୋଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.