ETV Bharat / state

ତମାଖୁ ବର୍ଜନ ଦିବସରେ ସଚେତନ କଲେ ସମ୍ବିଧାନ ସୁରକ୍ଷା ମଞ୍ଚ - ତମ୍ବାଖୁ ବର୍ଜନ ଦିବସ

ବରଗଡ଼ ଜିଲ୍ଲା କର୍କଟ ରୋଗର କେନ୍ଦ୍ର ବିନ୍ଦୁ ପଲଟିଥିବା ବେଳେ ତମାଖୁ ବର୍ଜନ କରିବାକୁ ବରଗଡବାସୀଙ୍କୁ ଏହି ସ୍ବେଚ୍ଛାସେବୀମାନେ ଆହ୍ଵାନ କରିଥିଲେ ।

world-no-tobacco-day-celebrate-at-baragarh
ତମ୍ବାଖୁ ବର୍ଜନ ଦିବସରେ ସଚେତନତା କଲେ ସମ୍ବିଧାନ ସୁରକ୍ଷା ମଞ୍ଚ
author img

By

Published : Jun 1, 2020, 6:33 AM IST

ବରଗଡ଼: ରବିବାର ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ଆଇଲଭ ବରଗଡ଼ ସେଲ୍ଫି ପଏଣ୍ଟରେ ଫ୍ଲାଇ କାର୍ଡ଼ ଧରି ନିଶା ମୁକ୍ତ ସମାଜ ଗଠନ ପାଇଁ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ବରଗଡ଼ ଜିଲ୍ଲା କର୍କଟ ରୋଗର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ତମାଖୁ ବର୍ଜନ କରିବାକୁ ବରଗଡବାସୀଙ୍କୁ ଏହି ସ୍ବେଛାସେବୀମାନେ ଆହ୍ଵାନ କରିଥିଲେ ।

ତମ୍ବାଖୁ ବର୍ଜନ ଦିବସରେ ସଚେତନତା କଲେ ସମ୍ବିଧାନ ସୁରକ୍ଷା ମଞ୍ଚ

ଯୁବ ଚିତ୍ରକାର ହେମନ୍ତ କୁମ୍ଭାର ଏକ ଛବି ମାଧ୍ୟମରେ ତମାଖୁ ବର୍ଜନର ଅପିଲ ଜଣାଇଥିଲେ । ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଥିବା ଏହି ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମରେ ସହରର ବହୁ ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.