ETV Bharat / state

ଭଦ୍ରକରୁ ବିରଳ ପ୍ରଜାତିର ଧଳା ନାଗ ଉଦ୍ଧାର

author img

By

Published : Oct 13, 2019, 1:25 PM IST

ରବିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅର୍ନ୍ତଗତ ପାଞ୍ଚପଡା ୱାର୍ଡରେ ଗୋଲଖ ଦାସଙ୍କ କ୍ଷେତରୁ ବିରଳ ପ୍ରଜାତିର ଏକ ବିଷଧର ଧଳା ନାଗ ସାପ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ନାଗ । ରବିବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅର୍ନ୍ତଗତ ପାଞ୍ଚପଡା ୱାର୍ଡରେ ଗୋଲଖ ଦାସଙ୍କ କ୍ଷେତରୁ ବିରଳ ପ୍ରଜାତିର ଏକ ବିଷଧର ଧଳା ନାଗ ସାପ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ 3.5 ଫୁଟରୁ ଊର୍ଦ୍ଧ୍ବ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ତେବେ ଏହି ବିରଳ ପ୍ରଜାତି ସାପର ଗତି ଅନ୍ୟ ସାପମାନଙ୍କ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି । ଏହି ସାପ ନାଗ ପ୍ରଜା

ତିର ହୋଇଥିଲେ ମଧ୍ୟ ମୁଣ୍ଡରେ ଚକ୍ର ଚିହ୍ନ ନାହିଁ । ଏହି ସାପଟି ବିଶେଷ ଲମ୍ବା ହୋଇନଥିଲେ ମଧ୍ୟ ଏକପ୍ରକାର ସ୍ଵତନ୍ତ୍ର ଗର୍ଜନ କରୁଛି।
ତେବେ ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ ହୋଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WHITE COBRA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 13.10.2019

ANCHOR : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅର୍ନ୍ତଗତ ପାଞ୍ଚପଡା ୱାର୍ଡରେ ଗୋଲଖ ଦାସଙ୍କ କ୍ଷେତରୁ ବିରଳ ପ୍ରଜାତିର ଏକ ବିଷଧର ଧଳା ନାଗ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ 3.5 ଫୁଟରୁ ଉର୍ଦ୍ଦ। ଏହି ବିରଳ ପ୍ରଜାତି ସାପର ଗତି ଅନ୍ୟ ସାପ ମାନଙ୍କ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି। Body:ଏହି ସାପ ନାଗ ପ୍ରଜାତିର ହୋଇଥିଲେ ମଧ୍ୟ ମୁଣ୍ଡରେ ଚକ୍ର ଚିହ୍ନ ନାହିଁ। ଏହି ସାପଟି ବିଶେଷ ଲମ୍ବା ହୋଇନଥିଲେ ମଧ୍ୟ ଏକପ୍ରକାର ସ୍ଵତନ୍ତ୍ର ଗର୍ଜନ କରୁଥିଲା। ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ ହୋଇଥିଲା। ଏହିପରି ଏକ ବିରଳ ପ୍ରଜାତିର ସାପ ବାହାରିବା ନେଇ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.