ETV Bharat / state

ଧାନ କିଣାବିକାରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର - ଧାନ କିଣାବିକାରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସାମିଲ କିରବାକୁ ଦାବି

ଧାନ କିଣାବିକାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ସାମିଲ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Mar 2, 2021, 1:48 PM IST

ବରଗଡ: ଧାନ କିଣବିକାରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ଦାବି । ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଦ୍ୟାଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ।

ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ମହିଳାମାନଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ମହିଳାମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି । ଚଳିତ ବର୍ଷ ପଞ୍ଚାୟତରେ ଧାନ କିଣାବିକାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । ବରଗଡ ଜିଲ୍ଲା ରେମତା ମାର୍କେଟ ୟାର୍ଡରେ ଥିବା ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ଧାନ ବିକାକିଣା କରୁଥିବାବେଳେ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ସୁବିଧାରେ ସାମିଲ କରିବାକୁ ଦାବି ହୋଇଛି ।

ଧାନ କିଣାବିକାରେ ମହିଳାମାନେ ସାମିଲ ହେଲେ ସେମାନେ ଅଧିକ ସଶକ୍ତ ହୋଇପାରିବେ । ଏ ନେଇ ବରପାଲି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟ।ଳୟକୁ ଯାଇ ବିଫଳ ହୋଇଥିଳେ ମହିଳା । ଏହା ପରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.