ETV Bharat / state

ଲକ୍‌ଡାଉନ୍‌ରେ ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ଗରିବ ମହିଳା - ଲକ୍‌ଡାଉନ୍‌ରେ ରକ୍ତାଭାବ

ଲକ୍‌ଡାଉନ୍‌ରେ ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ଗରିବ ମହିଳା । କଲେ ରକ୍ତଦାନ । ଅଧିକ ପଢନ୍ତୁ...

Poor women
ଲକ୍‌ଡାଉନ୍‌ରେ ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ଗରିବ ମହିଳା
author img

By

Published : May 13, 2020, 10:29 PM IST

ବରଗଡ: ମହାମାରୀ କୋରୋନା ଯୋଗୁଁ ଲାଗିରହିଥିବା ଦୀର୍ଘ ଦିନର ଲକଡାଉନ ସମୟରେ କିଏ ଗରିବଙ୍କୁ ଖାଇବାକୁ ଦେଇ ସାହାଯ୍ୟ କରୁଛି, ତ ଆଉ କିଏ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରି ସାହାଯ୍ୟର ହାତ ବଢାଉଛି । ହେଲେ ଏହି ଅସମୟରେ ରକ୍ତ ଦେଇ ସାହାଯ୍ୟର ହାତ ବଢାଇଛନ୍ତି ବରଗଡ ନଦିପଡାର ଝୁମ୍ପୁଡିରେ ରହୁଥିବା କିଛି ଗରିବ ପରିବାର ।

ଲକ୍‌ଡାଉନ୍‌ରେ ରକ୍ତାଭାବ ଦୂର କରିବାକୁ ଆଗେଇ ଆସିଲେ ଗରିବ ମହିଳା

ପାଖରେ ଅର୍ଥ ସିନା ନାହିଁ, ହେଲେ ଅନ୍ୟକୁ ସହାୟତା କରିବାର ଇଚ୍ଛାଶକ୍ତି ଅଛି । ସେଥିଲାଗି ତ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ ଅନେକ ଗରିବ ମହିଳା । ଯାହା ଏହି ଲକ୍‌ଡାଉନ୍‌ ସମୟରେ ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହେବ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.