ETV Bharat / state

ବିଜେପୁର ଉପନିର୍ବାଚନ: ମତଦାନ ପୂର୍ବରୁ ମକପୋଲ ଆରମ୍ଭ - ବିଜେପୁର ଉପନିର୍ବାଚନ

ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସକାଳ 6ଟାରୁ ଆରମ୍ଭ ହୋଇଛି ମତଦାନ । ବିଧାନସଭା କ୍ଷେତ୍ରରେ ରହିଥିବା 285ଟି ବୁଥରେ ମକପୋଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 21, 2019, 6:58 AM IST

ବରଗଡ: ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନର ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଏହା ପୂର୍ବରୁ ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ମକପୋଲ । ଏହି ବିଧାନସଭା କ୍ଷେତ୍ରରେ ରହିଥିବା 285ଟି ବୁଥରେ ମକପୋଲ ହୋଇଛି । ମକପୋଲରେ ଇଭିଏମ ଓ ଭିଭିପାଟ ମେସିନ ସଠିକ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସକାଳ 7ଟାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ବିଜେପୁରବାସୀ ମଧ୍ୟ ନିଜ ନିଜର ମତଦାନ ପାଇଁ ଉତ୍ସାହିତ ରହିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ 2 ଲକ୍ଷ 32 ହଜାର 264 ଭୋଟର ରହିଥିବା ବେଳେ ସେଥିମଧ୍ୟରୁ 1 ଲକ୍ଷ 20 ହଜାର 135 ପୁରୁଷ ଭୋଟର ଏବଂ 1 ଲକ୍ଷ 12 ହଜାର 114 ମହିଳା ଭୋଟର ରହିଛନ୍ତି ।

ତେବେ ଏହି ଭୋଟ ପ୍ରକ୍ରିୟାରେ ସମୁଦାୟ 1895 ଜଣ ପୋଲିଂ ଦାୟିତ୍ବରେ ରହିଥିବା ବେଳେ 6ଟି ଫ୍ଲାଇଂ ସ୍କ୍ବାର୍ଡ, 5ଟି ଭିଡିଓ ସର୍ଭିଲେନ୍ସ ଟିମ ଓ 32ଟି ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ର ମତଦାନ ପ୍ରକ୍ରିୟା ଆରମ୍ଭ ଆଜି ଥିବା ବେଳେ ସକାଳ 6 ଟାରୁ ଆରମ୍ଭ ହୋଇଯାଇଛି ମକପୋଳ | ଏହି ବିଧାନସଭାରେ ରହିଥିବା 285 ଗୋଟି ବୁଥରେ ମକପୋଳ ହୋଇଯାଇଛି ଏବଂ EVM ଓ VVPAD ମେସିନ ସଠିକ ଥିବା ଜଣାପଡିଛି | ତେବେ ସାତଟା ସମୟରେ ଭୋଟ ଗ୍ରହଣ କରାଯିବାର ସମୟ କୁ ଅପେକ୍ଷା କରାଯାଇଥିବା ବେଳେ ବିଜେପୁର ବାସୀ ମଧ୍ୟ ନିଜ ନିଜର ମତଦାନ ପାଇଁ ଉତ୍ସାହିତ ରହିଛନ୍ତି |
Body:ବିଜେପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ 2 ଲକ୍ଷ 32 ହଜାର 264 ଭୋଟର ରହିଥିବା ବେଳେ ସେଥିମଧ୍ୟରୁ 1 ଲକ୍ଷ 20 ହଜାର 135 ପୁରୁଷ ଭୋଟର ଏବଂ 1 ଲକ୍ଷ 12 ହଜାର 114 ମହିଳା ଭୋଟର ରହିଛନ୍ତି | ତେବେ ଏହି ଭୋଟ ପ୍ରକ୍ରିୟାରେ ସମୁଦାୟ 1895 ଜଣ ପୋଲିଂ ଦାୟିତ୍ବରେ ରହିଥିବା ବେଳେ 6 ଗୋଟି ଫ୍ଲାଈଂ ସ୍କୁଆର୍ଡ , 5 ଗୋଟି ଭିଡିଓ ସର୍ଭିଲେନ୍ସ ଟିମ 32 ସେକ୍ଟର ଅଫିସର ଙ୍କୁ ନିଯୋଜିତ କରାଯାଇଛି |
Mojo ରେ ଭିଡ଼ିଓ ଯାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.