ETV Bharat / state

ବିଜୟା ଦଶମୀରେ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ବରୀ

author img

By

Published : Oct 25, 2020, 8:54 PM IST

ବରଗଡ ସ୍ଥିତ ସମଲେଶ୍ବରୀ ମନ୍ଦିରରେ ମା' ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନବମୀ ତିଥିରେ ଭକ୍ତ ମାଙ୍କୁ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ କରି ଥିବାବେଳେ ଦଶମୀ ତିଥିରେ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ବିଜୟା ଦଶମୀରେ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ବରୀ
ବିଜୟା ଦଶମୀରେ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ବରୀ

ବରଗଡ: ଜିଲ୍ଲା ତଲିପଡା ସ୍ଥିତ ସମଲେଶ୍ବରୀ ମନ୍ଦିରରେ ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀ ବିଜୟା ଦଶମୀରେ ମା' ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ନବମୀ ତିଥିରେ ମା' ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଦଶମୀ ତିଥୀରେ ଅନ୍ନପୂର୍ଣ୍ଣା ବେଶକୁ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା ।

ବିଜୟା ଦଶମୀରେ ମା' ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି

ତେବେ କୋରୋନା କଟକଣା କାରଣରୁ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରା ଯାଇଥିଲା । ତେବେ ଭକ୍ତମାନେ ମନ୍ଦିର ବାହାରୁ ମାଙ୍କ ଦର୍ଶନ କରିଥିଲେ । ବିଗତ ବର୍ଷମାନଙ୍କରେ ନବରାତ୍ରରେ ବହୁମାତ୍ରାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିଲା କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଫିକା ପଡିଛି ଦଶହରା ପୂଜା | ଯେତେଶୀଘ୍ର ଧରାପୃଷ୍ଟିରୁ କରୋନା ଚାଲିଯାଉ ବୋଲି ଭକ୍ତମାନେ ମାଁଙ୍କ ନିକଟରେ ଗୁହାରି କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.