ETV Bharat / state

ପାତ୍ର ସୋ’ ରୁମରେ ନିଆଁ - fire

ସ୍ଥାନୀୟ ଗୌଶାଳା ରହିଥିବା ଏକ ବିରାଟ ସୋ ରୁମର ଉପର ମହଲାରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ବହୁ କଷ୍ଟରେ ଏହି ନିଆକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ । ଆଗକୁ ପଢନ୍ତୁ...

fire-in-baragarh
fire-in-baragarh
author img

By

Published : Feb 3, 2020, 11:41 PM IST

ବରଗଡ: ତିନି ମହଲା ବିଶିଷ୍ଟ ପାତ୍ର ସୋ’ ରୁମରେ ଭୀଷଣ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଗୌଶାଳା ରହିଥିବା ଏକ ବିରାଟ ସୋ’ ରୁମର ଉପର ମହଲାରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ବହୁ କଷ୍ଟରେ ଏହି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ ।

ପାତ୍ର ସୋ ରୁମରେ ନିଆଁ

ସୋ’ ରୁମର ଉପର ମହଲାରେ ନିଆଁ ଲାଗିଥିଲା ହେଲେ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଏହି ନିଆଁ ଧିରେ ଧିରେ ବ୍ୟାପିବାକୁ ଲାଗିଥିଲା। ଅଗ୍ନିଶମ ଗାଡିର ପାଣି ମଧ୍ୟ ଶେଷ ହୋଇଯିବାରୁ ବିଳମ୍ବ ହୋଇଥିଲା ନିଆଁ ଲିଭା କାମ ।

ଯାହା ଫଳରେ ଅଗ୍ନିଶମ ବିଭାଗର ଅବହେଳା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ବହୁ କଷ୍ଟରେ ନିଆକୁ ଆୟତ୍ତ କରାଯାଇଥିଲା ଏବଂ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟ କ୍ଷତି ଘଟିଛି ତାହା ସଠିକ ଭାବରେ ଜଣାପଡିନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ବରଗଡ ର ତିନି ମହଲା ବିଶିଷ୍ଟ ପାତ୍ର ସୋ ରୁମ ରେ ଭୀଷଣ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି |  ସ୍ଥାନୀୟ ଗୌଶାଳା ସମ୍ମୁଖରେ ରହିଥିବା ଏକ ବିରାଟ ସୋ ରୁମର ଉପର ମହଲାରେ ସଟ ସାର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ବହୁ କଷ୍ଟରେ ଏହି ନିଆକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ | ସୋ ରୁମର ଉପର ମହଲାରେ ନିଆ ଲାଗିଥିଲା ହେଲେ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଏହି ନିଆ ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା | ଅଗ୍ନିଶମ ଗାଡିର ପାଣି ମଧ୍ୟ ଶେଷ ହୋଇଯିବାରୁ ବିଳମ୍ବ ହୋଇଥିଲା ନିଆଲିଭା କାମ ,  ଯାହା ଫଳରେ ଅଗ୍ନିଶମ ବିଭାଗର ଅବହେଲା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା | ପରେ ବହୁ କଷ୍ଟରେ ନିଆକୁ ଆୟତ୍ତ କରାଯାଇଥିଲା ଏବଂ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟ କ୍ଷତି ଘଟିଛି ତାହା ସଠିକ ଭାବରେ ଜଣାପଡିନାହିଂ |
 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.