ETV Bharat / state

ବିକ୍ରି ହୋଇପାରିଲାନି ଧାନ, ରାସ୍ତାରେ ଧାନ ରଖି ଚାଷୀଙ୍କ ଆନ୍ଦୋଳନ - baragarh

ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ ବହୁ ଚାଷୀ ରାସ୍ତା ଉପରେ ଶହ ଶହ ବସ୍ତା ଧାନ ରଖି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି | ୩୦୦ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇନଥିବା ବେଳେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟ ଧାନ ବିକ୍ରି ହୋଇପାରିନାହିଁ | ଅଧିକ ପଢନ୍ତୁ...

farmers-road-block-in-baragarh
farmers-road-block-in-baragarh
author img

By

Published : Jan 21, 2020, 12:02 AM IST

ବରଗଡ: ଜିଲ୍ଲାରେ ଖରିଫ ଫସଲ ପରେ ରବି ଫସଲ ଆରମ୍ଭ ହୋଇଗଲାଣି ହେଲେ ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁଁ ଆଜି ପର୍ଯ୍ୟନ୍ତ ଖରିଫ ଫସଲର ଧାନ ସଂଗ୍ରହ ଶେଷ ହୋଇନାହିଁ | ଖରିଫ ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ପଡିରହିଛି । ସେମାନେ ନା ବିକ୍ରି କରିପାରୁଛନ୍ତି ନା ରବି ଫସଲ ଆରମ୍ଭ କରିପାରୁଛନ୍ତି । ଫଳରେ ଚାଷୀ ମାନେ ଧାନ ବିକ୍ରି କରିନପାରି ଆନ୍ଦୋଳନକୁ ଓହଲ୍ଲାଇଛନ୍ତି |

ବିକ୍ରି ହୋଇପାରିଲାନି ଧାନ, ରାଜ ରାସ୍ତାରେ ଲଖମରା ଚାଷୀଙ୍କ ଆନ୍ଦୋଳନ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ ଆଜି (ସୋମବାର) ବହୁ ଚାଷୀ ରାସ୍ତା ଉପରେ ଶହ ଶହ ବସ୍ତା ଧାନ ପକାଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ | ଲଖମରାର ୩୦୦ ଚାଷୀଙ୍କ ପଞ୍ଜୀକରଣ ହୋଇନଥିବା ବେଳେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟ ଧାନ ବିକ୍ରି ହୋଇପାରିନାହିଁ | ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏଠାକାର ଚାଷୀ ମାନେ ନିଜର କଷ୍ଟ ଅର୍ଜିତ ଧାନ ସବୁ ବିକ୍ରି କରିନପାରି ରାସ୍ତା ଉପରେ ଧାନ ପକାଇ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା କହିଥିଲେ |

ତେବେ ଚାଷୀ ମାନେ ନିଜର ଧାନ ସବୁ ରାସ୍ତା ଉପରେ ଅବରୋଧ କରି ରଖିବାରୁ ଦିନସାରା ଲଖମରା ରାସ୍ତାରେ ଯାନବାହାନ ଚଳାଚଳ ଠପ୍‌ ହୋଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଚାଷୀଙ୍କ ଧାନ ସବୁ ବିକ୍ରି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଯାଇ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro: ବରଗଡ ଜିଲ୍ଲାରେ ଖରିଫ ଫସଲ ପରେ ରବି ଫସଲ ଆରମ୍ଭ ହୋଇଗଲାଣି ହେଲେ ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁଁ ଆଜି ପର୍ଯ୍ୟନ୍ତ ଖରିଫ ଫସଲର ଧାନ ସଂଗ୍ରହ ଶେଷ ହୋଇନାହିଁ | ଖରିଫ ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ପଡିରହିଛି ନା ସେମାନେ ବିକ୍ରି କରିପାରୁଛନ୍ତି ନା ରବି ଫସଲ ଆରମ୍ଭ କରିପାରୁଛନ୍ତି ଫଳରେ ଚାଷୀ ମାନେ ଧାନ ବିକ୍ରିକରିନପାରି ଆନ୍ଦୋଳନକୁ ଓହଲ୍ଲାଇଛନ୍ତି | ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ ଆଜି ବହୁ ଚାଷୀ ରାସ୍ତା ଉପରେ ଶହ ଶହ ବସ୍ତା ଧାନ ପକାଇ ରାସ୍ତାରୋକ ଆନ୍ଦୋଳନ କରିଥିଲେ |

Body:ଲଖମରା ପେକ୍କ୍ଷ ଅଧୀନରେ ଥିବା ୩୦୦ ଚାଷୀଙ୍କ ପଞ୍ଜୀକରଣ ହୋଇନଥିବା ବେଳେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟ ଧାନ ବିକ୍ରି ହୋଇପାରିନାହିଂ | ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏଠାକାର ଚାଷୀ ମାନେ ନିଜର କଷ୍ଟ ଅର୍ଜିତ ଧାନ ସବୁ ବିକ୍ରି କରିନପାରି ରାସ୍ତା ଉପରେ ଧାନ ପକାଇ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା କହିଥିଲେ |ତେବେ ଚାଷୀ ମାନେ ନିଜର ଧାନ ସବୁ ରାସ୍ତାଉପରେ ଅବରୋଧ କରି ରଖିବାରୁ ଦିନସାରା ଲଖମରା ରାସ୍ତାରେ ଯାନବାହାନ ଚଳାଚଳ ଠପ୍‌ ହୋଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଚାଷୀଙ୍କ ଧାନ ସବୁ ବିକ୍ରି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଯାଇ କ୍ଗାଶୀ ମାନେ ଆନ୍ଦୋଳନରୁ ଓହରିଥିଲେ |
ବାଇଟ ୧ - କ୍ଷୀରସିନ୍ଧୁ ସାହୁ ( ଚାଷୀ )
ବାଇଟ ୨ - କୈଲାଶ ଚନ୍ଦ୍ର ବାରିକ ( ଚାଷୀ )
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.