ETV Bharat / state

ବିଜେପୁର ଉପନିର୍ବାଚନରେ କିଏ କରିବ ବାଜିମାତ ?

ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏହି ନିର୍ବାଚନ ମଣ୍ଡଳୀର 3ଟି ବ୍ଲକରେ ସମୁଦାୟ 78.96% ମତ ସଂଗ୍ରହ କରାଯାଇଛି ।

author img

By

Published : Oct 23, 2019, 5:14 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏହି ନିର୍ବାଚନ ମଣ୍ଡଳୀର 3ଟି ବ୍ଲକରେ ସମୁଦାୟ 78.96% ମତ ସଂଗ୍ରହ କରାଯାଇଛି । ତେବେ ଆସନ୍ତା 24ରେ ପ୍ରାର୍ଥୀଙ୍କ ଭାଗ୍ୟଫଳ ଘୋଷଣା ହେବାକୁ ଥିବା ବେଳେ ରାଜନୀତି ବିଶେଷଜ୍ଞମାନଙ୍କ ମତ ଅନୁସାରେ ବିଜେଡି ଦଳର ପ୍ରାର୍ଥୀଙ୍କ ବିଜୟ ହେବାର ସମ୍ଭାବନା ଅଧିକ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାରରେ 3 ପ୍ରମୁଖ ଦଳ ମଧ୍ୟରେ ଯେପରି ଟକ୍କର ରହିଥିଲା ମତଦାନ ସମୟରେ ଏହି ଦୃଶ୍ୟ କିଛି ଅଲଗା ରହିଥିଲା । ଦଳ ହିସାବରେ ଶାସକ ଦଳର ଏହି ନିର୍ବାଚନରେ ଦବଦବା ଅଧିକ ରହିଥିବା ବେଳେ ବିଜେଡି ଦଳର ବିଜୟ ଆଶା ଅଧିକ ରହିଛି ।

କିନ୍ତୁ ଯଦି ପ୍ରାର୍ଥୀ ଭାବେ କୁହାଯାଏ ତେବେ କଂଗ୍ରେସ ଦଳର ଦିଲ୍ଲୀପ ପଣ୍ଡାଙ୍କୁ ଲୋକେ ଅଧିକ ପସନ୍ଦ କରୁଥିବା କୁହନ୍ତି ରାଜନୀତି ବିଶେଷଜ୍ଞ ତଥା ଓକିଲ କିରଣ ମିଶ୍ର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ସମୁଦାୟ ୭୮.୯୬% ମତ ସଂଗ୍ରହ କରାଯାଇଛି । ତେବେ ଆସନ୍ତା ୨୪ ରେ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ଘୋଷଣା ହେବାକୁ ଥିବା ବେଳେ ରାଜନୈତିକ ବିଶେଷଜ୍ଞମାନେ ଙ୍କ ମତ ଅନୁସାରେ ବିଜେଡ଼ି ଦଳର ପ୍ରାର୍ଥୀ ଙ୍କ ବିଜୟ ହେବାର ସମ୍ଭାବନା ଅଧିକ ରହିଛି ବୋଲି କହନ୍ତି ।

Body:ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାରରେ ତିନି ପ୍ରମୁଖ ଦଳ ମଧ୍ୟରେ ଯେପରି ଟକ୍କର ରହିଥିଲା ମତଦାନ ସମୟରେ କିଛି ଅଲଗା ରହିଥିଲା । ଦଳ ହିସାବରେ ଶାସକ ଦଳର ଏହି ନିର୍ବାଚନରେ ଦବଦବା ଅଧିକ ରହିଥିବା ବେଳେ ବିଜେଡ଼ି ଦଳର ବିଜୟୀ ଆଶା ଅଧିକ ରହିଛି କିନ୍ତୁ ଯଦି ପ୍ରାର୍ଥୀ ଭାବେ କୁହାଯାଏ ତେବେ କଂଗ୍ରେସ ଦଳର ଦିଲ୍ଲୀପି ପଣ୍ଡାଙ୍କୁ ଲୋକେ ଅଧିଜ ପସନ୍ଦ କରୁଥିବା କୁହନ୍ତି ରାଜନୈତିକ ବିଶେଷଜ୍ଞ ତଥା ଓକିଲ କିରଣ ମିଶ୍ର ।
ବାଇଟ ୧- କିରଣ ମିଶ୍ର ( ରାଜନୈତିକ ବିଶେଷଜ୍ଞ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.