ETV Bharat / state

ବରଗଡରେ ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ପାଳିତ

author img

By

Published : Nov 17, 2019, 9:28 PM IST

ବରଗଡରେ ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ପାଳିତ । ଭାରତୀୟ ସମ୍ବିଧାନ ଦିବସର ମହତ୍ତ୍ବ ଏବଂ ଦେଶର ସାମାଜିକ ବିପ୍ଳବର ପ୍ରେରଣା ସାଜିଥିବା ବୀର ବିର୍ସା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ଉପଲକ୍ଷେ ବରଗଡରେ ମିଳିତ ସାମାଜିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ପାରମ୍ପରିକ ନାଚ ଓ ବାଦ୍ୟ ଶହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା । ଏହା ପରେ ସ୍ଥାନୀୟ ସୌଖୀନ ରଙ୍ଗ ମଞ୍ଚ ଠାରେ ଶୋଭାଯାତ୍ରା ପହଞ୍ଚି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଭାରତୀୟ ସମ୍ବିଧାନ ଦିବସର ମହତ୍ତ୍ବ ଏବଂ ଦେଶର ସାମାଜିକ ବିପ୍ଳବର ପ୍ରେରଣା ସାଜିଥିବା ବୀର ବିର୍ସା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପଛୁଆ ବର୍ଗର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିଲା । ଜଙ୍ଗଲ ଜମି ଉପରେ ଆଦିବାସୀ ଓ ପଛୁଆ ବର୍ଗ ଲୋକଙ୍କ ଯେଉଁ ଅଧିକାର ରହିଥିଲା ସେହି ଅଧିକାରକୁ ଇଂରେଜ ସରକାର ସେମାନଙ୍କ ଠାରୁ ଅଧିକାର ଛଡେଇ ନେଇଥିଲେ । ଯାହାକୁ ବିର୍ସା ମୁଣ୍ଡା ବିରୋଧ କରିଥିଲେ । ନିଜ ଅଧିକାର ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଦେଶ ପାଇଁ ସହିଦ ହୋଇଥିଲେ । ତେବେ ତାଙ୍କର ବଳିଦାନକୁ ମନେରଖିବା ପାଇଁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରିବା ସହିତ ସମ୍ବିଧାନ ଦିବସ ଭାବେ ରବିବାର ପାଳନ କରାଯାଇଛି । ସେହିପରି 1950 ନଭେମ୍ବର 26 ତାରିଖରେ ଭାରତରେ ବାବା ସାହେବ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ନୂତନ ସମ୍ବିଧାନକୁ ସ୍ବୀକୃତି ଦିଆଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବୀର ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଏବଂ ସମ୍ବିଧାନ ଦିବସ ଉପଲକ୍ଷେ ମିଳିତ ସାମାଜିକ ସଚେତନତା କାର୍ଜ୍ୟକ୍ରମର ଆୟୋଜନ କରାଯାଇଛି ବରଗଡ ଠାରେ | ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରୁ ପାରମ୍ପରିକ ନାଚ ଓ ବାଦ୍ୟ ଶହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା | ସ୍ଥାନୀୟ ସୌଖୀନ ରଙ୍ଗ ମଞ୍ଚ ଠାରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |
Body:ଭାରତୀୟ ସମ୍ବିଧାନ ଦିବସ ର ମହତ୍ଵ ସାଙ୍ଗକୁ ଆମ ଦେଶର ସାମାଜିକ ବିପ୍ଳବର ପ୍ରେରଣା ସାଜିଥିବା ବୀର ବିର୍ସା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେବା ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପଛୁଆ ବର୍ଗ ର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନଙ୍କୁ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିଲା | ଜଙ୍ଗଲ ଜମି ଉପରେ ଆଦିବାସୀ ଓ ପଛୁଆ ବର୍ଗ ଲୋକଙ୍କ ଯେଉଁ ଅଧିକାର ରହିଥିଲା ସେହି ଅଧିକାରକୁ ଇଂରେଜ ରାଜୁତି ସମୟରେ ଇଂରେଜ ସରକାର ସେମାନଙ୍କ ଠାରୁ ଅଧିକାର ଛଡେଇ ନେଇଥିଲେ ତେଣୁ ବିର୍ସା ମୁଣ୍ଡା ଇଂରେଜ ମାନଙ୍କ ବିରୁଦ୍ଧରେ ନିଜ ଅଧିକାର ପାଇଁ ଲଢେଇ କରି ଦେଶ ପାଇଁ ସହିଦ ହୋଇଲେ | ତେବେ ତାଙ୍କର ବଳିଦାନକୁ ମନେରଖିବା ପାଇଁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରିବା ସହିତ ସମ୍ବିଧାନ ଦିବସ ଭାବେ ଆଜି ପାଳନ କରାଯାଇଛି |୧୯୫୦ ମସିହା ନଭେମ୍ବର ୨୬ ତାରିଖରେ ଭାରତରେ ବାବା ସାହେବ ଆମ୍ବେଦକର ଙ୍କର ଅଧ୍ଯକ୍ଷତାରେ ଗଠିତ ହୋଇଥିବା ନୂତନ ସମ୍ବିଧାନକୁ ସ୍ବୀକୃତି ଘୋଷଣା କରାଯାଇଥିଲା |
ବାଇଟ ୧- ପବିତ୍ର ଦେହେରି ( ଶୂଦ୍ର ମୁକ୍ତି ଅଭିଯାନ ର ଆବାହକ )
ବାଇଟ ୨- ମାରିୟମ ବାରଳା ( ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ର ସଭାପତି )
ବାଇଟ ୩- ଗୋବର୍ଦ୍ଧନ ଭୋଇ ( ଆଦିବାସୀ ଦଳିତ ସଙ୍ଗଠନ ର ସଭାପତି )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.