ETV Bharat / state

ସ୍ଵର୍ଗୀୟ ଭଗବାନ ମିଶ୍ରଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ

ସ୍ଵର୍ଗୀୟ ଭଗବାନ ମିଶ୍ରଙ୍କ ୮୫ ତମ ଜନ୍ମ ଜୟନ୍ତୀ ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲାପାଳ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍ଵର୍ଗତ ଭଗବାନ ମିଶ୍ର ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 20, 2021, 1:33 PM IST

ସ୍ଵର୍ଗୀୟ ଭଗବାନ ମିଶ୍ରଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ
ସ୍ଵର୍ଗୀୟ ଭଗବାନ ମିଶ୍ରଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ଼: ସ୍ଵର୍ଗୀୟ ଭଗବାନ ମିଶ୍ରଙ୍କ ୮୫ ତମ ଜନ୍ମ ଜୟନ୍ତୀ ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲାପାଳ ଯୋଗଦେଇ ବୁର୍ଦ୍ଦା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍ଵର୍ଗତ ଭଗବାନ ମିଶ୍ର ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ଭଗବାନ ମିଶ୍ରଙ୍କ ନିଷ୍ଠା, ଆଦର୍ଶ ଶିକ୍ଷକ ସମାଜ ତଥା ଛାତ୍ର ସମାଜ ପାଇଁ ଅନୁକରଣୀୟ ବୋଲି ଅତିଥିଗଣ ମତ ଦେଇଥିଲେ ।

ତେବେ ଏହି ସମ୍ମାନରେ ସମ୍ମାନିତ ହୋଇଥିବା ଲମ୍ବୋଦାର ହୋତା ନିଜର ଅକ୍ଲାନ୍ତ ପରଶ୍ରମର ଫଳ ମିଳିବା ସହିତ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.