ETV Bharat / state

ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ

author img

By

Published : Apr 18, 2021, 7:04 PM IST

ରବିବାର ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12,274ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ
ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ

ବରଗଡ: ଦିନକୁ ଦିନ ବରଗଡରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏହି କ୍ରମରେ ରବିବାର ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12,274ରେ ପହଞ୍ଚିଛି ।

ବରଗଡରୁ 210 ଆକ୍ରାନ୍ତ ଚିହ୍ନଟ

ରବିବାର ଚିହ୍ନଟ 210 ଆକ୍ରାନ୍ତଙ୍କ ମଧ୍ୟରୁ 65 ଜଣ ମହିଳା ହୋଇଥିବାବେଳେ 155 ଜଣ ପୁରୁଷ ରହିଛନ୍ତି । 210 ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବରଗଡ ଟାଉନରୁ 64 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏପଟେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 43 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 1138 ଆକ୍ରାନ୍ତ ସକ୍ରିୟ ଥିବା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.