ETV Bharat / state

ନବନିର୍ବାଚିତ ବିଧାୟକଙ୍କୁ ଜିଲ୍ଲା ବିଜେଡ଼ିର ସମ୍ବର୍ଦ୍ଧନା - ବିଜେଡ଼ି

ନବ ନିର୍ବାଚିତ ବିଧାୟକଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡ଼ିର ସମ୍ବର୍ଦ୍ଧନା । ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ସଭା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jun 11, 2019, 1:55 AM IST

Updated : Jun 11, 2019, 10:37 AM IST

କଳାହାଣ୍ଡି : ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଛି ସମ୍ବର୍ଦ୍ଧନା ସଭା । ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ ବିଧାୟକ ମୌଷଧୀ ବାଗ ଓ ଜୁନାଗଡ ବିଧାୟକ ତଥା ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କରାଯାଇଛି ସମ୍ବର୍ଦ୍ଧନା।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପରେ ନିର୍ବାଚନ ଫଳାଫଳକୁ ନେଇ ବୈଠକରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ଆଗାମୀ ଦିନ ମାନଙ୍କରେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କିପରି ପହଁଞ୍ଚିପାରିବ ଏବଂ ଲୋକମାନେ ଯେପରି ଯୋଜନାରେ ଉପକୃତ ହୋଇପାରିବେ ସେ ନେଇ ଆଲେଚନା କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ ଟୁବୁ
୧୬ଟି କେସରେ ଆଣିଥିଲା ଆଡଭାନସ ବେଲ

କମିସନରେଟ ପୋଲିସ ହାତରେ ରାଜଧାନୀର ମୋଷ୍ଟ ୱାଣ୍ଟେଡ ଟୁବୁ ଓରଫ ପ୍ରଭାତ ସେଠି। ଦାଦାବଟି ରାହାଜାନି ଡକାୟତି ,ମରଣାନ୍ତକ ଆକ୍ରମଣ ଭଳି ସଙ୍ଗିନ ମାମଲାରେ ଥିଲା କମିସନରେଟ ପୋଲିସ ପାଇଁ ମୋଷ୍ଟୱାଣ୍ଟେଡ । ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ନିଳାଦ୍ରି ବିହାର ବସ୍ତିରେ ବିଜେପି କର୍ମି ଅପରାଜିତା ମହାନ୍ତିଙ୍କ ଉପରକୁ ଆକ୍ରମଣ ଘଟଣାରେ ଥିଲା ମୁଖ୍ଯ ଅଭିଯୁକ୍ତ। ଦିର୍ଘଦିନ ଧରି ଲୁଚକାଳି ପରେ ତାକୁ ଯାଜପୁର ସ୍ଥିତ ନିଜ ଘରୁ ଗିରଫ କରିଛି କମିସନରେଟ ପୋଲିସ। ତେବେ ସୁଚନା ମୁତାବକ ପ୍ରଭାତ ସେଠି ଓରଫ ଟୁବୁ ନିଳାଦ୍ରି ବିହାର ମଙ୍ଗଳା ବସ୍ତିର ଥିଲା ମୁଖିଆଯ କେତକ ବସ୍ତିକବଜା କରି ଘରଭଡା ଦେଇ ରାଜ କରୁଥିଲା ସେଠାରେ ଏପରିକି ସ୍ଥାନିୟ ଅଂଚଳରେ ଥିଲା ଟୁବୁର ଦବଦବା। ବିଜେଡି ନେତାଙ୍କ ଖାସ ଥିଲା ଟୁବୁ ଏନେଇ ନେତାଙ୍କ ଛତ୍ରଛାୟାରେ କେହି ତା ଦେହରେ ହାତ ଲଗାଉନଥିଲେ। ଏପରିକି ୧୬ଟି କେସରେ ମୋଷ୍ଟ ୱାଣ୍ଟେଡ ଥିଲେ ମଧ୍ଯ ଗିରଫ ପୁର୍ବରୁ ହାଇକୋର୍ଟରୁ ଆଡଭାନସ ବେଲରେ ଆସୁଥିଲା ଟୁବୁ।ତେବେ ଗିରଫ ପରେ ତାକୁ ଆପିସିର ଧାରା ୩୪୧,୩୨୩,୨୯୪,୩୮୭,୩୫୪,୫୦୬,୩୪ ଆପିସିରେ କୋର୍ଟ ଚାଲାଣ କରାଯାଇଛି। ତୋବେ ମୋଟ ତା ନାରେ ୧୭ଟି କେସ ରହିଛି କମିସନରେଟ ପୋଲିସ ନିକଟରେ।

Last Updated : Jun 11, 2019, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.