ETV Bharat / state

ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ - ବାଲେଶ୍ବର ଖବର

ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ । ଅଧିକ ଖବର ପଢନ୍ତୁ...

ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

author img

By

Published : Dec 10, 2019, 10:24 AM IST

Updated : Dec 10, 2019, 12:03 PM IST

ବାଲେଶ୍ବର: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ ।
ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ।

ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଏହାକୁ ନେଇ ଭିଜିଲାନ୍ସ ଆଜି ଏକକାଳୀନ ଭାବେ ଅଜୟଙ୍କ ବାରିପଦା, ଶୁନଗାଡ଼ିଆ, ସୋର କାର୍ଯ୍ୟାଳୟ, ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିବା ସହ ବହୁ କାଗଜପତ୍ର ଜବତ କରିଛି । ଚଢ଼ାଉରେ ବାଲେଶ୍ଵର, ଭଦ୍ରକ, ବାରିପଦା, କେନ୍ଦୁଝର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଅାୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଛପା ମାରିଛି ଭିଜିଲାନ୍ସ।
ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ଏହାକୁ ନେଇ ଭିଜିଲାନ୍ସ ଆଜି ଏକ କାଳୀନ ଭାବେ ଶ୍ରୀ ବେହେରାଙ୍କ ବାରିପଦା, ଶୁନଗଡ଼ିଆ, ସୋର କାର୍ଯ୍ୟାଳୟ, ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିବା ସହ ବହୁ କାଗଜ ପତ୍ର ଜବତ କରିଛି। ଚଢ଼ାଉରେ ବାଲେଶ୍ଵର, ଭଦ୍ରକ, ବାରିପଦା, କେନ୍ଦୁଝର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି।Conclusion:
Last Updated : Dec 10, 2019, 12:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.