ETV Bharat / state

ସୋର ମେଡିକାଲ ପାଚେରୀ ଭୁଶୁଡି ଦୁଇ ଯୁବତୀ ଗୁରୁତର

author img

By

Published : Jun 11, 2021, 9:26 PM IST

ସୋର ମେଡିକାଲର ପାଚେରୀ ଭୁଶୁଡି ଦୁଇଜଣ ଯୁବତୀ ଗୁରୁତର ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପାଚେରୀ ଭୁଶୁଡି ଯାଇଥିବା କୁହାଯାଉଛି। ଅଧିକ ପଢନ୍ତୁ...

ସୋର ମେଡିକାଲ ପାଚେରୀ ଭୁଶୁଡି ଦୁଇ ଯୁବତୀ ଗୁରୁତର
ସୋର ମେଡିକାଲ ପାଚେରୀ ଭୁଶୁଡି ଦୁଇ ଯୁବତୀ ଗୁରୁତର

ବାଲେଶ୍ଵର: ସୋର ମେଡିକାଲର ପାଚେରୀ ଭୁଶୁଡି ଦୁଇଜଣ ଯୁବତୀ ଗୁରୁତର ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପାଚେରୀ ଭୁଶୁଡି ଯାଇଥିବା କୁହାଯାଉଛି।

ସୋର ବ୍ଲକ୍ ଜହ୍ନିଆ ଅଞ୍ଚଳର ଦୁର୍ଗାବତୀ ମହାକୁଡ ଓ କୁରୁଡା ଅଞ୍ଚଳର ଲିଲା ସାହୁ ଘରକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା ଫଳରେ ପାଚେରୀ ଭୁଶୁଡି ସେମାନଙ୍କ ଉପରେ ପଡିଯାଇଥିଲା। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.