ETV Bharat / state

ବଜ୍ରାଘାତରେ 4 ଗୁରୁତର, ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ

ବଜ୍ରାଘାତରେ 4ଜଣ ଗୁରୁତର । ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author img

By

Published : Jul 28, 2019, 12:39 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଖଇରା ଥାନା ଅଞ୍ଚଳରେ ବଜ୍ରଘାତରେ 4ଜଣ ଗୁରୁତର । ଅପରାହ୍ଣରେ ମାଖନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମରେ ଘଡଘଡି ସହ ବର୍ଷା ହୋଇଥିଲା । ଉକ୍ତ ଗାଁର ରଘୁନାଥ ଦାସ, ପ୍ରଦୀପ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା ଓ ଶିବ ଟୁଡୁ ବିଲରେ ହଳ କରୁଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ବର୍ଷା ହେବାରୁ ଏକ ଗଛମୂଳେ 4 ଜଣ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତରେ 4ଜଣ ଗୁରୁତର ହୋଇଥିଲେ। ସୂଚନାଥାଉକି, ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ବଜରପାତରେ 4ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଅପରାହ୍ନରେ ମାଖନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମରେ ବର୍ଷା ହୋଇଥିଲା। ଗ୍ରାମର ରଘୁନାଥ ଦାସ, ପ୍ରଦୀପ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ଶିବ ଟୁଡୁ ବିଲରେ ହଳ କରୁଥିଲେ। ବର୍ଷା ହେବାରୁ ବିଲରୁ ଉଠି ଏକ ଗଛମୂଳେ 4 ଜଣ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବା ଯୋଗୁଁ 4ଜଣ ଯାକ ଗୁରୁତର ହୋଇ ଯାଇଥିଲେ। ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.