ETV Bharat / state

ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଜିଲ୍ଲାର ପ୍ରଥମ ତଥା ରାଜ୍ୟର 61ନଂ କୋରୋନା ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅଧିକ ପଢନ୍ତୁ..

the-union-minister-met-the-first-karona-victims-in-the-district

author img

By

Published : Jun 3, 2020, 7:55 PM IST

ବାଲେଶ୍ୱର: ଜିଲ୍ଲାର ପ୍ରଥମ ତଥା ରାଜ୍ୟର 61ନଂ କୋରୋନା ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ସହରର ନିଳିଆବାଗ ଅଞ୍ଚଳର ବିରେନ୍ଦ୍ର ରାଉତ କରୋନା ଆକ୍ରାନ୍ତ ହେବାପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ମନ୍ତ୍ରୀ ବାଲେଶ୍ଵର ଗସ୍ତ କରିଥିବା ବେଳେ ବିରେନ୍ଦ୍ରଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି।

ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତଙ୍କୁ ଲାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ

କୋରୋନାକୁ ନେଇ ଭୟଭୀତ ନହୋଇ କିମ୍ବା କୋରୋନା ଆକ୍ରାନ୍ତଙ୍କୁ ଭିନ୍ନ ଦୃଷ୍ଟିରେ ନଦେଖିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିରେନ୍ଦ୍ରଙ୍କୁ ମନ୍ତ୍ରୀ ଭେଟିବା ପରେ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.