ETV Bharat / state

ଗଛରେ କପିଳଙ୍କ ପ୍ରତିଛବି ଆଙ୍କି ନିଆରା ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଜଣେ ଶିଳ୍ପୀ ଗଛରେ କ୍ରିକେଟ ତାରକା କପିଳ ଦେବଙ୍କ ଛବି ଆଙ୍କି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

author img

By

Published : Jan 6, 2021, 8:24 PM IST

ଗଛରେ କପିଳଙ୍କ ପ୍ରତିଛବି
ଗଛରେ କପିଳଙ୍କ ପ୍ରତିଛବି

ବାଲେଶ୍ଵର: ଗଛରେ ଆଙ୍କିଲେ କ୍ରିକେଟ ତାରକା କପିଳ ଦେବଙ୍କ ପ୍ରତିଛବି । ଗଛ ବକଳରେ ଖୋଦେଇ କରି ଭାରତୀୟ କ୍ରିକେଟ ର ମହାନ ଖେଳାଳି କପିଲ ଦେବଙ୍କ ପ୍ରତିଛବି ଆଙ୍କିଛନ୍ତି ଶିଳ୍ପୀ ଅଜୟ ଘୋଷ ।

କପିଲ ଦେବଙ୍କ ଜନ୍ମଦିନରେ ଗଛରେ ତାଙ୍କ ପ୍ରତିଛବି ଆଙ୍କିଛନ୍ତି ଅଜୟ ଘୋଷ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଜଣେ ଶିଳ୍ପୀ ଗଛରେ କ୍ରିକେଟ ତାରକା କପିଳ ଦେବଙ୍କ ଛବି ଆଙ୍କି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଗଛରେ କପିଳଙ୍କ ପ୍ରତିଛବି

ଜଳେଶ୍ବର ଅଞ୍ଚଳର ଶିଳ୍ପୀ ଅଜୟ ଘୋଷ କ୍ରିକେଟର କପିଳ ଦେବଙ୍କ ଜନ୍ମଦିନରେ ଗଛ ବକଳରେ ଖୋଦେଇ କରି ତାଙ୍କର ଚିତ୍ର ଆଙ୍କିଛନ୍ତି। ଯାହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଛି। ଏମିତି ନିଆରା ଚିତ୍ର ପାଇଁ ଅଞ୍ଚଳବାସୀ ଶିଳ୍ପୀ ଅଜୟଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଅଜୟ ଏମିତି କଳାକୃତି କରିବେ ବୋଲି ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.