ETV Bharat / state

ବାତ୍ୟା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଓ ସମାଜସେବୀଙ୍କ ସହଯୋଗ - ବାତ୍ୟା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ସହଯୋଗ

ବାତ୍ୟା ୟସ ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି । ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଓ ସମାଜସେବୀଙ୍କ ସହଯୋଗ

author img

By

Published : May 29, 2021, 10:59 PM IST

ବାଲେଶ୍ବର: ବାତ୍ୟା ୟସ ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି। ଲୋକମାନେ ନାହିଁ ନଥିବା ଅସୁବିଧାରେ ଥିବାବେଳେ ଖାଇବା ପାଇଁ ଅସୁବିଧା ଭୋଗୁଛନ୍ତି । ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

ବାତ୍ୟା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଓ ସମାଜସେବୀଙ୍କ ସହଯୋଗ

ସମାଜସେବୀ ସୁବାସିନୀ ଜେନା ତାଙ୍କ ଟିମକୁ ନେଇ ଜିଲ୍ଲାର ଭୋଗରାଇ, ବାଲିଆପାଳ ଓ ବସ୍ତା ଆଦି ଅଞ୍ଚଳରେ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସେହିପରି ପ୍ରଜ୍ଞାଦୀପ୍ତ ସଂଗଠନର ପ୍ରଜ୍ଞାପରମିତା ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଓଲନ୍ଦା ସାରଗାଁ ଅଞ୍ଚଳରେ ପ୍ରପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.