ETV Bharat / state

ସୋରରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ - rape allegation in balasore

ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ସୋରରୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।

rape allegation
ସୋରରେ ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ
author img

By

Published : Dec 11, 2019, 9:32 PM IST

ବାଲେଶ୍ବର: ସୋର ଅଞ୍ଚଳରେ ଲଜ୍ଜା । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ 55 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୋରରେ ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଅଭିଯୋଗ ଅନୁଯାୟୀ, ସପ୍ତମ ଶ୍ରେଣୀ ଛାତ୍ରୀ ଜଣଙ୍କ ସନ୍ଧ୍ୟା ବେଳେ ମାମୁଁ ଘରକୁ ସାଇକେଲରେ ଯାଉଥିଲେ । ପଡୋଶୀ ଉପେନ୍ଦ୍ର ଜେନା ଛାତ୍ରୀଙ୍କୁ ଚକୋଲେଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀଙ୍କ ମା’ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୋର ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଲଜ୍ଜା। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ 55 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସପ୍ତମ ଶ୍ରେଣୀ ଛାତ୍ରୀ ଜଣଙ୍କ ସନ୍ଧ୍ୟା ବେଳେ ମାମୁଁ ଘରକୁ ସାଇକେଲରେ ଯାଉଥିଲେ। ପଡୋଶୀ ବୃଦ୍ଧ ଉପେନ୍ଦ୍ର ଜେନା ଛାତ୍ରୀଙ୍କୁ ଚକଲେଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ମା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋର ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବାଇଟ- ପିଡିତାର ମାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.