ETV Bharat / state

ବସ୍ତା ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି - ବସ୍ତା ମେଡିକାଲ

ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲା ବସ୍ତା ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି ।

basta medical
ବସ୍ତା ମେଡିକାଲ ଭିତରେ ଢେଉ ଖେଳିଲା ବର୍ଷା ପାଣି
author img

By

Published : Aug 27, 2020, 7:42 AM IST

ବାଲେଶ୍ବର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲା ବସ୍ତା ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି ।

ବସ୍ତା ମେଡିକାଲ ଭିତରେ ଢେଉ ଖେଳିଲା ବର୍ଷା ପାଣି

ପରିସ୍ଥିତି ଏମିତି ହୋଇଛି ଯେ ମେଡିକାଲରେ ଥିବା ରୋଗୀମାନେ ନା ବାହାରକୁ ଆସି ପାରୁଛନ୍ତି ନା ଭିତରେ ଶାନ୍ତିରେ ରହି ପାରୁଛନ୍ତି । ମେଡିକାଲ ଆଉଟଡୋର ପାଖରୁ ଆରମ୍ଭ କରି ସମସ୍ତ ବିଭାଗରେ ପାଣି ଢେଉ ମାରୁଛି । ରୋଗୀମାନେ ବାଧ୍ୟ ହୋଇ ମେଡିକାଲ ବେଡ଼ ଉପରେ ଜିନିଷପତ୍ର ଧରି ଶୋଇଥିବା ବେଳେ ମେଡିକାଲ ଷ୍ଟାଫମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ମେଡିକାଲ ଭିତରେ 1 ଫୁଟ ଉଚ୍ଚର ପାଣି ଜମିଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ମୋଟର ଦ୍ବାରା ପାଣି କଢ଼ାଯାଉଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.