ETV Bharat / state

ରେଳ ନିଯୁକ୍ତି ନେଇ ଆବେଦନକାରୀଙ୍କ ଅସନ୍ତୋଷ ବୃଦ୍ଧି - ରେଳ ନିଯୁକ୍ତି ନେଇ ଆବେଦନକାରୀଙ୍କ ଅସନ୍ତୋଷ

ରେଲୱେ ଆବେଦନକାରୀ ସଂଘ ପକ୍ଷରୁ ସହରରେ ଏକ ଶୋଭାଯାତ୍ରା କରି ଷ୍ଟେସନ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳବାଇ ଏନଟିପିସି ଏବଂ ଗ୍ରୁପ୍-ଡି ଆବେଦନକାରୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଅଧିକ ପଢନ୍ତୁ

ରେଳ ନିଯୁକ୍ତି ନେଇ ଆବେଦନକାରୀଙ୍କ ଅସନ୍ତୋଷ ବୃଦ୍ଧି

author img

By

Published : Jan 27, 2022, 8:54 PM IST

ବାଲେଶ୍ବର: ରେଲୱେ ଆବେଦନକାରୀ ସଂଘ ପକ୍ଷରୁ ସହରରେ ଏକ ଶୋଭାଯାତ୍ରା କରି ଷ୍ଟେସନ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳବାଇ ଏନଟିପିସି ଏବଂ ଗ୍ରୁପ୍-ଡି ଆବେଦନକାରୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ରେଳ ନିଯୁକ୍ତି ନେଇ ଆବେଦନକାରୀଙ୍କ ଅସନ୍ତୋଷ ବୃଦ୍ଧି
ସୂଚନା ଅନୁସାରେ, ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଳବାଇ ନିଯୁକ୍ତି ବୋର୍ଡ ଏବଂ ଆରଆରସି 2019ରେ ଏହି ପଦବୀରେ ନିଯୁକ୍ତି ପାଇଁ ଯଥାକ୍ରମେ ରେଳବାଇ ଏନଟିପିସି ଏବଂ ଗ୍ରୁପ୍-ଡି ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଥିଲା । ମାତ୍ର RRC ଏଯାଏଁ ନିଯୁକ୍ତି ପାଇଁ ପରୀକ୍ଷା କରାଇନାହିଁ । ଆବେଦନକାରୀଙ୍କ ଠାରୁ ଆବେଦନ କରିବାବେଳେ ଏହାର ଗୋଟିଏ ଲିଖିତ ପରୀକ୍ଷା କରିବାକୁ ପଡୁଥିଲା, ହେଲେ ଚଳିତ ବର୍ଷ ହଠାତ୍ RRC ଦୁଇଟି ଲିଖିତ ପରୀକ୍ଷା କରିବା ପାଇଁ ପ୍ରକାଶ କରିଛି । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ସେହି ଗୋଟିଏ ପରୀକ୍ଷା କରାଇବା ପାଇଁ ଦାବି କରାଯାଇଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.