ETV Bharat / state

‘ବାଲେଶ୍ବରରେ ସଡକ ଦୁର୍ଘଟଣା ପାଇଁ ଶୋଚନୀୟ ରାସ୍ତା ଦାୟୀ’ - ବାଲେଶ୍ବରରେ ସଡକ ସୁରକ୍ଷା ବୈଠକ

ବାଲେଶ୍ଵର ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ।

poor road condition in balesore, balesore road safety meeting, road accident in balesore, ବାଲେଶ୍ବରରେ ସଡକ ଦୁର୍ଘଟଣା, ବାଲେଶ୍ବରରେ ସଡକ ସୁରକ୍ଷା ବୈଠକ, ବାଲେଶ୍ବର ରାସ୍ତାର ଶୋଚନୀୟ ଅବସ୍ଥା
‘ବାଲେଶ୍ବରରେ ସଡକ ଦୁର୍ଘଟଣା ପାଇଁ ରାସ୍ତାର ଶୋଚନୀୟ ଅବସ୍ଥା ଦାୟୀ’
author img

By

Published : Jan 16, 2020, 5:59 PM IST

ବାଲେଶ୍ବର: ବାଲେଶ୍ଵର ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ଵର ସହର ତଥା ଜାତୀୟ ରାଜପଥର ଦୁରାବସ୍ଥା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ତାଗିଦ କରାଯାଇଥିଲା।

‘ବାଲେଶ୍ବରରେ ସଡକ ଦୁର୍ଘଟଣା ପାଇଁ ରାସ୍ତାର ଶୋଚନୀୟ ଅବସ୍ଥା ଦାୟୀ’

ଏଥିସହ ସହର ଭିତରେ ସମସ୍ତ ରାସ୍ତାର ତୁରନ୍ତ ମରାମତି ଓ 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଭାବେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ନେଇ ବୈଠକରେ ଉଦବେଗ ମଧ୍ୟ ପ୍ରକାଶ ପାଇଥିଲା। ଯେଉଁଥିରେ ଦୁର୍ଘଟଣା ପାଇଁ ରାସ୍ତାର ଶୋଚନୀୟ ଅବସ୍ଥା ଦାୟୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ଏହି ବୈଠକରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଏଡିଏମ ସମ୍ବିତ ନାୟକ, ଆରଟିଓ ବିକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ବାଲେଶ୍ଵର ସହର ତଥା ଜାତୀୟ ରାଜପଥର ଦୁରବସ୍ଥା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରାଯାଇଥିଲା। ସହର ଭିତରେ ସମସ୍ତ ରାସ୍ତାର ତୁରନ୍ତ ମରାମତି ଓ 6 ଲେନ କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ କୁହାଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଭାବେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଦୁର୍ଘଟଣା ପାଇଁ ରାସ୍ତାର ଶୋଚନୀୟ ଅବସ୍ଥା ଦାୟୀ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ବୈଠକରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଏଡିଏମ ସମ୍ବିତ ନାୟକ, ଆରଟିଓ ବିକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ- ପ୍ରତାପ ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.