ETV Bharat / state

ବାମପଦା ରାସ୍ତାର ଦୁରାଵସ୍ଥା ନେଇ ଜନ ଅସନ୍ତୋଷ - poor condition in bamapada road

ବାଲେଶ୍ଵର ଜିଲ୍ଲା ବାମପଦା ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତାର ଦୂରାଵସ୍ଥା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

balasore
ରାସ୍ତାର ଦୁରାଵସ୍ଥା ନେଇ ଜନ ଅସନ୍ତୋଷ
author img

By

Published : Jan 2, 2020, 3:56 PM IST

ବାଲେଶ୍ଵର: ରାସ୍ତାର ଦୁରାଵସ୍ଥା ନେଇ ଜନ ଅସନ୍ତୋଷ । ବାଲେଶ୍ଵର ଜିଲ୍ଲା ବାମପଦା ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତାର ଦୂରାଵସ୍ଥା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି(ବୁଧବାର) ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସ୍ଥାନୀୟ ଲୋକ ତଥା ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା।

ରାସ୍ତାର ଦୁରାଵସ୍ଥା ନେଇ ଜନ ଅସନ୍ତୋଷ

ଆଜି(ଗୁରୁବାର) ସକାଳେ ଏନଏଚଏଆଇର ପିଡି ରାସ୍ତାକାମ କରିବା ପାଇଁ ବାମପଦା ଠାରେ ପହଞ୍ଚିଥିଲେ। ସେଠାରେ ଲୋକମାନେ ପିଡ଼ିଙ୍କୁ ଘେରିବା ସହ ତୁରନ୍ତ ମରାମତି ଓ ଓଭର ବ୍ରିଜ ପାଇଁ ଦାବି କରିଥିଲେ। ବର୍ତ୍ତମାନ ରାସ୍ତାରେ ଥିବା ଖାଲ ଖମା ମରାମତି କରିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରାଫିକ ପକ୍ଷରୁ ମଧ୍ୟ କର୍ମଚାରୀ ନିୟୋଜିତ କରାଯାଇଛି। ଓଭର ବ୍ରିଜ ପାଇଁ ଟେଣ୍ଡର ହୋଇ ସାରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହବ ବୋଲି ପିଡି କହିଛନ୍ତି।

ଆଗାମୀ 15 ଦିନ ଭିତରେ ପ୍ରଶାସନିକ ସ୍ତରରେ ରାସ୍ତାର ସୁବ୍ୟବସ୍ଥା ନକଲେ ଆନ୍ଦୋଳନ ତେଜିବ ବୋଲି ପୂର୍ବତନ ବିଧାୟକ କହିଛନ୍ତି। ଚାରିଛକ ରାସ୍ତା ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ଏଥିପାଇଁ ଷ୍ଟପ ବ୍ୟାରିକେଡ ଓ ହମ୍ପସ ତିଆରି କରି ଗାଡ଼ି ସ୍ଲୋ କରାଯିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ବାମପଦା ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ବେଳେ ରାସ୍ତାର ଦୁରାଵସ୍ଥା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସ୍ଥାନୀୟ ଲୋକ ତଥା ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା।

Body:ଆଜି ସକାଳେ ଏନଏଚଏ ଆଇ ର ପିଡି ରାସ୍ତାକାମ କରିବା ପାଇଁ ବାମପଦା ଠାରେ ପହଞ୍ଚିଥିଲେ। ସେଠାରେ ଲୋକମାନେ ପିଡ଼ିଙ୍କୁ ଘେରିବା ସହ ତୁରନ୍ତ ମରାମତି ଓ ଓଭର ବ୍ରିଜ ପାଇଁ ଦାବି କରିଥିଲେ। ବର୍ତ୍ତମାନ ରାସ୍ତାରେ ଥିବା ଖାଲ ଖମା ମରାମତି କରିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରାଫିକ ପକ୍ଷରୁ ମଧ୍ୟ କର୍ମଚାରୀ ନିୟୋଜିତ କରାଯାଇଛି। ଓଭର ବ୍ରିଜ ପାଇଁ ଟେଣ୍ଡର ହୋଇ ସାରିଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ ହବ ବୋଲି ପିଡି କହିଛନ୍ତି।

Conclusion:ଆଗାମୀ 15 ଦିନ ଭିତରେ ପ୍ରଶାସନିକ ସ୍ତରରେ ରାସ୍ତାର ସୁବ୍ୟବସ୍ଥା ନକଲେ ଆନ୍ଦୋଳନ ତେଜିବ ବୋଲି ପୂର୍ବତନ ବିଧାୟକ କହିଛନ୍ତି। ଚାରିଛକ ରାସ୍ତା ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ଏଥିପାଇଁ ଷ୍ଟପ ବ୍ୟାରିକେଡ ଓ ହମ୍ପସ ତିଆରି କରି ଗାଡ଼ି ସ୍ଲୋ କରାଯିବ ବୋଲି ଜଣାପଡିଛି ।
ବାଇଟ1- ଗୋବିନ୍ଦ ଚନ୍ଦ୍ର ଦାସ(ପୂର୍ବତନ ବିଧାୟକ, ରେମୁଣା)
ବାଇଟ2- ପ୍ରଶାନ୍ତ କୁମାର ରଣସିଂ(ଟ୍ରାଫିକ ଏସଆଇ)
ବାଇଟ3- ନାଗେଶ୍ୱର ରାଓ(ପିଡି, ଏନଏଚଏ ଆଇ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.