ETV Bharat / state

ବନ୍ଦ ହୋଇଗଲା ପାଟ୍ରୋଲିଂ ଗାଡି, ଠେଲିଠେଲି ନୟାନ୍ତ ପୋଲିସ ବାବୁ

ବନ୍ଦ ପଡିଗଲା ପୋଲିସ ପାଟ୍ରୋଲିଂ ଗାଡି । ଶେଷରେ ଠେଲିଠେଲି ନୟାନ୍ତ ହେଲେ କର୍ମଚାରୀ । ଅଧିକ ପଢନ୍ତୁ...

police patroling vehicle
ବନ୍ଦ ପଡିଗଲା ପେଟ୍ରୋଲିଂ ଗାଡି
author img

By

Published : Jan 14, 2020, 8:45 PM IST

Updated : Jan 19, 2020, 7:50 AM IST

ବାଲେଶ୍ଵର: ବନ୍ଦ ପଡିଗଲା ପୋଲିସ ପାଟ୍ରୋଲିଂ ଗାଡି । ଶେଷରେ ଠେଲିଠେଲି ନୟାନ୍ତ ହେଲେ କର୍ମଚାରୀ । ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ।

ବନ୍ଦ ପଡିଗଲା ପାଟ୍ରୋଲିଂ ଗାଡି

କୌଣସି ତଦନ୍ତ ପାଇଁ ସୋର ଥାନା ପୋଲିସ ପାଟ୍ରୋଲିଂ ଗାଡ ଧରି ବାହାରିଥିବା ବେଳେ ଗାଡିଟି ଆଉ ଷ୍ଟାର୍ଟ ହୋଇନଥିଲା । ଫଳରେ 4ଜଣ କର୍ମଚାରୀ ଏହାକୁ ଠେଲୁଥିବାର ଦେଖିବାକୁ ମିଳିଥିଲା । ଯେତେ ଚେଷ୍ଟା କରିଥିଲେ ବି ଗାଡି ଆଉ ଷ୍ଟାର୍ଟ ହୋଇନଥିଲା । ତେବେ ପୋଲିସ ଅପରାଧକୁ ରୋକିବା ପାଇଁ ପୋଲିସକୁ ସର୍ବଦା ସଜାଗ ରହିବା ଆବଶ୍ୟକ ମାତ୍ର ପୋଲିସ ଗାଡିର ଏଭଳି ପରିସ୍ଥିତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଥାନାର ପାଟ୍ରୋଲିଂ ଗାଡ଼ି ପୋଲିସ କର୍ମଚାରୀମାନେ ଠେଲିଠେଲି ଷ୍ଟାର୍ଟ କରୁଥିବା ଘଟଣା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି।

ଥାନାରେ ଥିବା ପୁରୁଣା ପାଟ୍ରୋଲିଂ ଗାଡ଼ିକୁ ୪ଜଣ କର୍ମଚାରୀ ଠେଲୁଥିବା ଦେଖିବାକୁ ମିଳିଛି। ତେବେ ଏକ ତଦନ୍ତ ପାଇଁ ସୋର ଥାନାର ପୁଲିସ କର୍ମଚାରୀ ବାହାରିଥିବା ବେଳେ ପୁଲିସ ଗାଡିଟି ଆଉ ଷ୍ଟାର୍ଟ ହୋଇନଥିଲା। ଷ୍ଟାର୍ଟ ମାରି ଥକି ଯିବାପରେ ଥାନାର ପୁଲିସ କର୍ମଚାରୀ ଓ ଡ୍ରାଇଭର ମିଶି ଠେଲିଠେଲି ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ଷ୍ଟାର୍ଟ ହୋଇନଥିଲା। ଅପରାଧ ରୋକିବା ପାଇଁ ସୋର ପୋଲିସ କେତେ ଯତ୍ନବାନ ଅଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।Conclusion:
Last Updated : Jan 19, 2020, 7:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.