ETV Bharat / state

ଗୋଲାପ ଦେଇ ସଡ଼କ ସୁରକ୍ଷା ସଚେତନତା

author img

By

Published : Jan 12, 2020, 2:51 PM IST

Updated : Jan 12, 2020, 2:57 PM IST

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଲୋକମାନଙ୍କୁ ହେଲମେଟ, ସିଟ ବେଲ୍ଟ ବାନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ବାଗତ କରାଯାଇଥିଲା ।

people-give-rose-for-create-awerness-for-road-safety-week-in-balesor
ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା

ବାଲେଶ୍ବର: ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ସହରରେ ଆରମ୍ଭ ହୋଇଯାଇଛି।

ଗୋଲାପ ଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ସଚେତନତା

ସହରର ଆଇଟିଆଇ ଛକରେ ସାମାଜିକ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା। ଟ୍ରାଫିକ ପୋଷ୍ଟରେ ଲୋକମାନଙ୍କୁ ଲିଫଲେଟ ଦେଇ ସଚେତନ କରାଯାଇଥିଲା। ହେଲମେଟ, ସିଟ ବେଲ୍ଟ ବାନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ, ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ କୁମାର ରଣସିଂ ସହଯୋଗ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ଆରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ସହରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି।
ସହରର ଆଇଟିଆଇ ଛକରେ ଆଜି ସାମାଜିକ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା। ଟ୍ରାଫିକ ପୋଷ୍ଟରେ ଲୋକମାନଙ୍କୁ ଲିପ୍ଲେଟ ଦେଇ ସଚେତନ କରାଯାଇଥିଲା। ହେଲମେଟ, ସିଟ ବେଲ୍ଟ ବାନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ, ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ କୁମାର ରଣସିଂ ସହଯୋଗ କରିଥିଲେ।
ବାଇଟ1- ବିକାଶ ଚୌଧୁରୀ(ଆରଟିଓ)
ବାଇଟ2- ରୋଜି ପଟ୍ଟନାୟକ(ସଭାପତି, ପ୍ରୟାସ ପରିବାର)Conclusion:
Last Updated : Jan 12, 2020, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.