ETV Bharat / state

ନୀଳଗିରିରେ ମାତିଲେ ହାତୀପଲ

author img

By

Published : Nov 5, 2019, 1:17 PM IST

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତ ଏକ ସପ୍ତାହ ଧରି ଏହି ହାତୀପଲ ନୀଳଗିରିର ବିଭିନ୍ନ ଅଞ୍ଚଳରେ ପଶି ଧନଜୀବନ ନଷ୍ଟ କରିଥିବା ଜଣାପଡିଛି।

ମାତିଲେ ହାତୀପଲ

ବାଲେଶ୍ଵର: ମାତିଲେ ହାତୀପଲ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତ ଏକ ସପ୍ତାହ ଧରି ଏହି ହାତୀପଲ ନୀଳଗିରିର ବିଭିନ୍ନ ଅଞ୍ଚଳରେ ପଶିଥିବା ଜଣାପଡିଛି। ଯାହାକୁ ନେଇ ଲୋକେ ଏବେ ଆତଙ୍କିତ ।

ମାତିଲେ ହାତୀପଲ

ନୀଳଗିରି ଅଞ୍ଚଳରେ ଥିବା ଏକର ଏକର ଚାଷ ଜମିରେ ପାଖାପାଖି 6ଟି ହାତୀ ପଶିବା ସହ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲ କୁଲଡିହାରୁ ବାହାରି କାଂଶ, ନରସିଂପୁର, ଆନିକାପୁର ଆଦି ଅଞ୍ଚଳ ଦେଇ ଆସିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜାଣିବା ପରେ ବନ ବିଭାଗ ପହଞ୍ଚି ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତ ଏକ ସପ୍ତାହ ହେବ ହାତୀମାନେ ନୀଳଗିରିର ବିଭିନ୍ନ ଅଞ୍ଚଳରେ ପଶିଥିବା ଜଣାପଡିଛି।

6ଟି ହାତୀ ନୀଳଗିରି ଅଞ୍ଚଳର ଏକର ଏକର ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଜଣାପଡିଛି। ହାତୀପଲ କୁଲଡିହାରୁ ବାହାରି କାଂଶ, ନରସିଂପୁର, ଆନିକାପୁର ଆଦି ଅଞ୍ଚଳରେ ପଶିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.