ETV Bharat / state

ଭୋଟ ଦେବାକୁ ଯାଇ ଟଳି ପଡିଲେ ଭୋଟର

author img

By

Published : Feb 22, 2022, 10:54 AM IST

Updated : Feb 22, 2022, 1:07 PM IST

ବାଲେଶ୍ବର ବରହମପୁର ପଞ୍ଚାୟତ ୭ ନମ୍ବର ବୁଥରେ ଅଭାବନୀୟ ଘଟଣା । ଭୋଟ ଦେବା ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ଆକସ୍ମିକ ମୃତ୍ୟୁ । ଅଧିକ ପଢନ୍ତୁ

ଭୋଟ ଦେବାକୁ ଯାଇଥିବାବେଳେ ବୃଦ୍ଧାଙ୍କ ଆକସ୍ମିକ ମୃତ୍ୟୁ
ଭୋଟ ଦେବାକୁ ଯାଇଥିବାବେଳେ ବୃଦ୍ଧାଙ୍କ ଆକସ୍ମିକ ମୃତ୍ୟୁ

ବାଲେଶ୍ବର: ଭୋଟ ଦେବା ପାଇଁ ବୁଥରେ ପହଞ୍ଚିବା ପରେ ଧାଡିରେ ଛିଡା ହୋଇଥିବା ବୃଦ୍ଧାଙ୍କ ଆକସ୍ମିକ ମୃତ୍ୟୁ । ଏଭଳି ଘଟଣା ଘଟିଛି ନୀଳଗିରି ଅଞ୍ଚଳର ପୋଲିଂ ବୁଥରେ । ମୃତ ମହିଳା ଜଣକ ନାମ ସତ୍ୟଭାମା ବାରିକ ଓ ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡ଼ିଛି।

ଭୋଟ ଦେବାକୁ ଯାଇ ଟଳି ପଡିଲେ ଭୋଟର

ନୀଳଗିରି ୧୧ ନମ୍ବର ଜୋନ ଅନ୍ତର୍ଗତ ବରହମପୁର ପଞ୍ଚାୟତ ୭ ନମ୍ବର ବୁଥକୁ ଆଜି ସକାଳ ସମୟରେ ବୃଦ୍ଧା ଜଣଙ୍କ ଭୋଟ ଦେବାକୁ ଯାଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 22, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.