ETV Bharat / state

ରଜ ପାଳିବାକୁ ଯାଇ ଟ୍ରକ ଧକ୍କାରେ ମା-ଝିଅ ମୃତ - daughter

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧିନ ପଞ୍ଚୁପାଲି-ଲଂଗଳେଶ୍ୱର ରାସ୍ତାରେ ଘଟଛି ଅଭାବନୀୟ ଘଟଣା । ରଜ ପାଳିବାକୁ ଯାଇ ଟ୍ପ୍ରାରକ ଧକ୍କାରେ ପ୍ରାଣ ହରାଇଲେ ମା ଓ ଝିଅ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 15, 2019, 4:53 AM IST

ବାଲେଶ୍ବର: ରଜ ପାଳିବାକୁ ଯାଇ ପ୍ରାଣ ହରାଇଲେ ମା ଓ ଝିଅ । ଏହି ଅଭାବନୀୟ ଘଟଣା ଘଟଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧିନ ପଞ୍ଚୁପାଲି-ଲଂଗଳେଶ୍ୱର ରାସ୍ତାରେ । ଶୁକ୍ରବାର ରଜ ପାଳିବାକୁ ଯାଇ ବନ୍ଧୁ ଘରୁ ଫେରିଲା ବେଳକୁ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ମା ଓ 8ବର୍ଷ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଇକ ଓ ବାଲିଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲା । ହେଲେ ଏତିକି ବେଳେ ବାଇକରେ ବସିଥିବା ମାଆ ଓ ୮ବର୍ଷର ଝିଅ ତଳେ ପଡିଯାଇଥିଲେ । ଏହାପରେ ଉଭୟଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା । ମାଆ, ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ଓ ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ରଜ ପାଳିବା ପାଇଁ ବନ୍ଧୁ ଘରକୁ ଯାଇଥିଲେ। ଘରକୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ। ଘଟଣା ସ୍ଥଳରେ ଚାଲିଗଲା ମା ଓ 8ବର୍ଷ ଝିଅର ଜୀବନ। Body:ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧିନ ପଞ୍ଚୁପାଲି-ଲଂଗଳେଶ୍ୱର ରାସ୍ତାରେ। ବାଇକ ଓ ବାଲିଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହି ଗୁରୁତର ହୋଇ ଥିବା ବେଳେ ବାଇକ ରେ ବସିଥିବା ମାଆ ଓ ୮ବର୍ଷ ର ଝିଅ ତଳେ ପଡିଯାଇଥିଲେ। ଉଭୟଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା ମାଆ, ଝିଅ ଙ୍କ ର ଘଟଣା ସ୍ଥାଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।Conclusion:ତେବେ ଆହତ ଓ ମୃତକଙ୍କ ପରିଚୟ ମିଳି ପାରିନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.