ETV Bharat / state

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ !

ସହରର ବିଭିନ୍ନ ସ୍ଥାନରେ ଆଜି(ରବିବାର) ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ପୋଷ୍ଟରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ବୋଲି ଲେଖାଯାଇଛି । ଅଧିକ ପଢନ୍ତୁ...

missing poster of pratap sarangi
ବାଲେଶ୍ବରରେ ଲାଗିଛି ପ୍ରତାପ ଷଡଙ୍ଗୀଙ୍କ ପୋଷ୍ଟର
author img

By

Published : May 31, 2020, 1:54 PM IST

ବାଲେଶ୍ଵର: ସହରର ବିଭିନ୍ନ ସ୍ଥାନରେ ଆଜି(ରବିବାର) ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ କାନ୍ଥ ହେଉ କି ଜନଗହଳି ସ୍ଥାନରେ ଉକ୍ତ ପୋଷ୍ଟର ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ।

ବାଲେଶ୍ବରରେ ଲାଗିଛି ପ୍ରତାପ ଷଡଙ୍ଗୀଙ୍କ ପୋଷ୍ଟର

ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋରୋନା ମହାମାରୀ ସମୟରେ ଦିଲ୍ଲୀରେ ଥିବାରୁ ଅନେକ ସମୟରେ ତାଙ୍କୁ ସୋସିଆଲ ମିଡିଆରେ ଆକ୍ଷେପ କରାଯାଇଥିଲା। ହେଲେ ଆଜି ସକାଳେ ବାଲେଶ୍ଵର ସହରର ବିଭିନ୍ନ କାନ୍ଥରେ ପ୍ରତାପ ଷଡଙ୍ଗୀ ନିଖୋଜ ବୋଲି ପୋଷ୍ଟର ଲାଗିଛି। ପୋଷ୍ଟରରେ ବାଲେଶ୍ଵର ସାଂସଦଙ୍କୁ ଖୋଜିବା ପାଇଁ ସାହାଯ୍ୟ ମଗାଯାଇଛି।

ପୋଷ୍ଟର ଗୁଡିକ କିଏ ଲଗେଇଛି ତାହା ତଦନ୍ତ ପରେ ଜଣା ପଡ଼ିବ। ଅନ୍ୟପଟେ ପୋଷ୍ଟରରେ ବାଲେଶ୍ଵରବାସୀ ବୋଲି ଉଲ୍ଲେଖ ରହିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.