ETV Bharat / state

ସମବାୟ ବ୍ୟାଙ୍କରେ ସମୀକ୍ଷା କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମୀକ୍ଷା । ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଗୁରୁତ୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 30, 2019, 2:11 PM IST

ବାଲେଶ୍ଵର: ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମୀକ୍ଷା । ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଗୁରୁତ୍ବ । ବ୍ୟାଙ୍କ ମାଧ୍ୟମରେ କୃଷକଙ୍କୁ ଫାଇଦା ଯୋଗାଇବା, ଅଧିକ ଓ ସହଜ ଉପାୟରେ ଲୋକଙ୍କୁ ଋଣ ଯୋଗାଇଦେବା, ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ଭଳି ଦିଗ ଉପରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହି ଅବସରରେ ଆଗାମୀ ଦିନରେ ବ୍ୟାଙ୍କକୁ ଲୋକାଭିମୁଖୀ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ବ୍ୟାଙ୍କ ଗୁଡିକରେ ସମୀକ୍ଷା କରାଯିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଆଜି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି।

Body:ବ୍ୟାଙ୍କ ମାଧ୍ୟମରେ କୃଷକ ମାନଙ୍କୁ ଫାଇଦା ଯୋଗାଇବା, ଅଧିକ ଓ ସହଜ ଉପାୟରେ ଲୋକଙ୍କୁ ଋଣ ଯୋଗାଇଦେବା, ଚାଷୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ଭଳି ଦିଗ ଉପରେ ଆଲୋଚନା କରାଯାଇଥିଲା।

Conclusion:ଆଗାମୀ ଦିନରେ ଏହି ବ୍ୟାଙ୍କ ଲୋକାଭିମୁଖୀ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ବ୍ୟାଙ୍କ ଗୁଡିକରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.