ETV Bharat / state

ତୃତୀୟ ବର୍ଷ ନାମଲେଖା ପାଇଁ ମେଡିକାଲ କଲେଜରେ ଏମସିଆଇ ଟିମ୍

ଶୁକ୍ରବାର ଏମସିଆଇର 3 ଜଣିଆ ଟିମ୍ ବାଲେଶ୍ଵର ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଆଵଶ୍ୟକତା ଓ ଅଭାବ ଥିବା ବିଭିନ୍ନ ଦିଗ ଉପରେ ତଦାରଖ କରିଥିଲେ ।

ତୃତୀୟ ବର୍ଷ ନାମଲେଖା ପାଇଁ ମେଡିକାଲ କଲେଜରେ ଏମସିଆଇ ଟିମ୍
ତୃତୀୟ ବର୍ଷ ନାମଲେଖା ପାଇଁ ମେଡିକାଲ କଲେଜରେ ଏମସିଆଇ ଟିମ୍
author img

By

Published : Nov 29, 2019, 7:44 PM IST

ବାଲେଶ୍ଵର: ଫକୀର ମୋହନ ମେଡିକାଲ କଲେଜରେ ତୃତୀୟ ବର୍ଷ ଆଡ଼ମିଶନ ପାଇଁ ଭିତ୍ତିଭୂମି ତଦାରଖ କଲା ଏମସିଆଇ ଟିମ୍ ।

ତୃତୀୟ ବର୍ଷ ନାମଲେଖା ପାଇଁ ମେଡିକାଲ କଲେଜରେ ଏମସିଆଇ ଟିମ୍

ଶୁକ୍ରବାର ଏମସିଆଇର ଏକ 3 ଜଣିଆ ଟିମ୍ ବାଲେଶ୍ଵର ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଆଵଶ୍ୟକତା ଓ ଅଭାବ ଥିବା ବିଭିନ୍ନ ଦିଗ ଉପରେ ତଦାରଖ କରିଥିଲେ । ଭିତ୍ତିଭୂମି ସାଙ୍ଗକୁ ରୋଗୀସେବା ଉପରେ ଏହି ଟିମ୍‌ ବିଶେଷ ଭାବେ ଧ୍ୟାନ ଦେଇଥିଲେ ।

ମେଡିକାଲ ବୁଲିବା ପରେ ରେମୁଣା ଠାରେ ଥିବା ମେଡିକାଲ କଲେଜ ପରିଦର୍ଶନ କରିଥିଲା ଟିମ । ଏହାପରେ ଅଧିକ୍ଷକ, କଲେଜ ଡିନ, ସିଡିଏମଓଙ୍କୁ ନେଇ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜରେ ତୃତୀୟ ବର୍ଷ ଆଡ଼ମିଶନ ପାଇଁ ଭିତ୍ତିଭୂମି ତଦାରଖ କଲା ଏମସିଆଇ ଟିମ।
ଆଜି ଏମସିଆଇର ଏକ 3ଜଣିଆ ଟିମ ବାଲେଶ୍ଵର ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଆଵଶ୍ୟକତା ଓ ଅଭାବ ଥିବା ବିଭିନ୍ନ ଦିଗ ଉପରେ ତଦାରଖ କରିଥିଲେ। ଭିତ୍ତିଭୂମି ସାଙ୍ଗକୁ ରୋଗୀସେବା ଉପରେ ଟିମ ବିଶେଷ ଭାବେ ଧ୍ୟାନ ଦେଇଥିଲେ। ମେଡିକାଲ ବୁଲିବା ପରେ ରେମୁଣା ଠାରେ ଥିବା ମେଡିକଳା କଲେଜ ପରିଦର୍ଶନ କରିଥିଲା ଟିମ। ଏହାପରେ ଅଧିକ୍ଷକ, କଲେଜ ଡିନ, ସିଡିଏମଓଙ୍କୁ ନେଇ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.