ETV Bharat / state

ଲଟେରୀ ନାଁରେ ଲୁଟ, 3 ଗିରଫ - lottery ticket

ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ 3ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 22, 2019, 1:51 PM IST

ବାଲେଶ୍ବର: ଲଟେରୀ ନାଁରେ ଲୋକଙ୍କୁ ଲୁଟ । ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ 3ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ । ସହରର ଗୋଳାପୋଖରୀ ଅଞ୍ଚଳରେ ରାଜ୍ୟ ବାହାରର ଲଟେରୀ ଟିକେଟ ବିକ୍ରି ହେଉଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଏହାକୁ ନେଇ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ଘଟଣାସ୍ଥଳରେ ପହଞ୍ଚି 3 ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସହଦେଵ ଖୁଣ୍ଟା ଗୋଶାଳପଦା ଅଞ୍ଚଳର ଆକାଶ ନାୟକ, ସ୍କୁଲ ବଜାର ଅଞ୍ଚଳର ସେଖ ସାହିଦୁଲ ଓ କଂସେଇ ମୋହଲା ଅଞ୍ଚଳର ସେକ ବାବୁ । ଅଭିଯୁକ୍ତମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ସହରରେ ବାହାର ରାଜ୍ୟର ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ 3ଜଣଙ୍କୁ ଗିରଫ କରିଛି ପୋଲିସ।

ସହରର ଗୋଳାପୋଖରୀ ଅଞ୍ଚଳରେ ବେଆଇନ ଭାବେ ଲଟେରୀ ଟିକେଟ ବିକ୍ରି ଅଭିଯୋଗ ଟାଉନ ଥାନାରେ ହୋଇଥିଲା। ଏହାକୁ ନେଇ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ସେଠାରେ ପହଞ୍ଚି 3 ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସହଦେଵଖୁଣ୍ଟା ଗୋଶାଳପଦା ଅଞ୍ଚଳର ଆକାଶ ନାୟକ, ସ୍କୁଲ ବଜାର ଅଞ୍ଚଳର ସେକ ସାହିଦୁଲ ଓ କଂସେଇ ମୋହଲା ଅଞ୍ଚଳର ସେକ ବାବୁ। ଅଭିଯୁକ୍ତମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.