ETV Bharat / state

ବନ୍ଧୁକ ମୁନରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ୍ ଅଭିଯୋଗ

author img

By

Published : Oct 21, 2019, 1:58 PM IST

Updated : Oct 21, 2019, 3:28 PM IST

ବାଲେଶ୍ବର ଆଇଟିଆଇ ଛକ ନିକଟରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ୍ ଅଭିଯୋଗ । ଏଭଳି ଘଟଣା ଘଟିଛି ବାଲେଶ୍ବର ଆଇଟିଆଇ ଛକ ନିକଟରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୋମବାର ଭୋର ପ୍ରାୟ 4.15ରେ 24 ବର୍ଷୀୟ ମହମ୍ମଦ ସରଫୁଦିନ ଅନସାରୀ ନାମକ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏକ ଧଳା ସ୍କୁଟିରେ 3 ଜଣ ଯୁବକ ଆସି ତାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ 2200 ଟଙ୍କା ଲୁଟି ନେଇଥିଲେ। ଗତ ୧୨ ତାରିଖରେ ଜେଲ ରୋଡ଼ରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା।

ଲୁଟେରା ଗ୍ୟାଙ୍ଗ ସମାନ ଥିବା ବେଳେ ସମାନ ରଙ୍ଗର ଗାଡିରେ ଆସି ମହିଳାଙ୍କୁ ଲୁଟି ଥିଲା। ତେବେ ବାଲେଶ୍ବର ଜିଲ୍ଲାରେ ବାରମ୍ବାର ଲୁଟ୍‌ପାଟ୍‌ ଘଟଣା ଘଟୁଥିବାବେଳେ ପୋଲିସ ଏହାକୁ ଗମ୍ଭୀରତା ସହ ନେବାକୁ ସାଧାରଣରେ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସହର ମଝିରେ ଲୁଟପାଟ କଲେ ଦୁର୍ବୃତ୍ତ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭର ଠାରୁ ଲୁଟିଲେ।

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୧୨ ଚକିଆ ଟ୍ରକ(WB-33E-2653) ଡ୍ରାଇଭର ଠାରୁ ୨୨୦୦ ଟଙ୍କା ଲୁଟିନେଲେ। ଘଟଣା ଘଟିଛି ସହରର ଆଇଟିଆଇ ଛକ ନିକଟରେ। ଆଜି ଭୋର ପ୍ରାୟ ୪.୧୫ମିନିଟରେ ଟ୍ରକ ଡ୍ରାଇଭର ମହମ୍ମଦ ସରଫୁଦିନ ଅନସାରି(୨୪)ଙ୍କ ଠାରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏକ ଧଳା ସ୍କୁଟିରେ 3ଜଣ ଯୁବକ ଆସି ଡ୍ରାଇଭରଙ୍କୁ ଲୁଟ କରିଥିବା ଜଣାପଡିଛି। ସୂଚନା ଥାଉକି ଗତ ୧୨ ତାରିଖରେ ଜେଲରୋଡ଼ରେ ଜଣେ ମହିଳାଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ ହୋଇଥିଲା। ଉକ୍ତ ଘଟଣାରେ ମଧ୍ୟ ଲୁଟେରା ଧଳାସ୍କୁଟି ଓ ତିନିଜଣ ଯୁବକ ଥିଲେ। ତେବେ ଦିନକୁ ଦିନ ବାଲେଶ୍ଵରରେ ଏମିତି ଲୁଟ ପାଟ ହେଉଥିବା ବେଳେ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।Conclusion:
Last Updated : Oct 21, 2019, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.