ETV Bharat / state

ଅଭିନବ ଡକାୟତି: କଲେଜ ଛାତ୍ର ବେଶରେ ଆସି 40 ଲକ୍ଷରୁ ଊର୍ଦ୍ଧ୍ବ ଲୁଟ୍

ଗୁରୁବାର ଅପରାହ୍ନରେ 6 ଜଣ ଦୁର୍ବୃତ୍ତ କଲେଜ ଛାତ୍ର ବେଶରେ ଆସି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର SBI ଶାଖାରୁ 40 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର୍ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 11, 2019, 5:25 PM IST

Updated : Jul 11, 2019, 6:53 PM IST

ବାଲେଶ୍ୱର: ଲୁଟେରାଙ୍କ ଲୁଟ୍ କାରନାମା । ବାଲେଶ୍ୱର ଜିଲ୍ଲାର ଏକ ବ୍ୟାଙ୍କରୁ ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର SBI ଶାଖାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ 6 ଜଣ ଦୁର୍ବୃତ୍ତ କଲେଜ ଛାତ୍ର ବେଶରେ ଆସି ଶ୍ରୀରାମପୁର ପଞ୍ଚାୟତର SBI ଶାଖା ଭିତରକୁ ପ୍ରବେଶ କରିଥିଲେ । ଏହାପରେ ବନ୍ଧୁକ ମୁନରେ ବ୍ଯାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ 40 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଖବରପାଇ ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲାରେ ଏକ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ଲୁଟେରାମାନେ ଅଭିନବ ଉପାୟରେ ଆସି ଲୁଟ କରିଥିବା ଜଣାପଡ଼ିଛି।

Body:ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ର SBI ଶାଖା ରୁ ଦିନ ଦିପହର ରେ ଲୁଟ ହୋଇଛି। କଲେଜ ଛାତ୍ର ବେଶରେ ବନ୍ଧୁକ ମୁନରେ ବ୍ଯାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ 40 ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି। 6 ଜଣ ଦୁର୍ବୁର୍ତ୍ତ ପଲସର ବାଇକ ରେ ଆସି ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ରୂପ୍ସା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।Conclusion:
Last Updated : Jul 11, 2019, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.