ETV Bharat / state

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସାମ୍ବାଦିକଙ୍କ ନିର୍ମିତ ଫିଲ୍ମ 'ଫୁଲ' ମନୋନୀତ

‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍‌’ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଛି ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଫୁଲ୍' । ଅଧିକ ପଢନ୍ତୁ...

author img

By

Published : Sep 4, 2021, 11:45 AM IST

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସାମ୍ବାଦିକଙ୍କ ନିର୍ମିତ ଫିଲ୍ମ 'ଫୁଲ' ମନୋନିତ

ବାଲେଶ୍ବର: ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଫୁଲ୍’କୁ ସଫଳତା । ଏହି ଚଳଚିତ୍ରଟି ଅନ୍ତର୍ଜାତୀୟ ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍‌’ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଛି । ମୃତ୍ତିକା ସଂରକ୍ଷଣ ଉପରେ ଆଧାରିତ ଏହି ଚଳଚିତ୍ରର ନିର୍ମାତା ହେଉଛନ୍ତି ମୟୂରଭଞ୍ଜ ଅନ୍ଧାରୀ ଗ୍ରାମର ଯୁବ ସାମ୍ବାଦିକ ରୁଦ୍ରରଞ୍ଜନ ଶେଜପଡ଼ା ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବାଲେଶ୍ବରର ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଅଭିନୟ କରିଛନ୍ତି । ପୂର୍ବରୁ ରୁଦ୍ରରଞ୍ଜନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଏକ୍‌ ଇଡିୟଟ୍‌’କୁ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ଏବଂ ଇଂରାଜୀ ଚଳଚ୍ଚିତ୍ର ‘ଆଇଡେଣ୍ଟିଟି’କୁ ଗୋଟିଏ ଅନ୍ତର୍ଜାତୀୟ ପରସ୍କାର ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.