ETV Bharat / state

ଗଜରାଜଙ୍କ ଗୁଣ୍ଡାରାଜ: ଭାଙ୍ଗିଲେ ଘର, ନେଇଗଲେ ଚାଉଳ - Nilagiri

ନୀଳଗିରି ଅଞ୍ଚଳରେ ପଶିଥିବା ଝାଡ଼ଖଣ୍ଡି ହାତୀ ଗ୍ରାମ ଭିତରକୁ ପଶି ଘର ଭାଙ୍ଗିବା ସହ ଗୋଟିଏ ଗୋରୁକୁ କଚାଡି ମାରିଦେଇଛନ୍ତି । ହାତୀମାନେ ଦୁଇ ବସ୍ତା ଚାଉଳ ନେଇଯାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 14, 2019, 9:24 AM IST

ବାଲେଶ୍ୱର: ନୀଳଗିରି ଅଞ୍ଚଳରେ ପଶିଥିବା ଝାଡ଼ଖଣ୍ଡି ହାତୀମାନେ ତାଣ୍ଡବ ରଚିଥିବା ଜଣାପଡିଛି । ଗ୍ରାମ ଭିତରକୁ ପଶି ଲୋକଙ୍କ ଅନେକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୁରୁବାର ରାତିରେ ଗୁଡିଶୂଳ ଗ୍ରାମରେ ଝାଡ଼ଖଣ୍ଡି ହାତୀପଲ ପଶି ଘର ଭାଙ୍ଗିବା ସହ ଗୋଟିଏ ଗୋରୁକୁ କଚାଡି ମାରିଦେଇଥିବା ଜଣାପଡିଛି । ଏହାସହ ଲୋକଙ୍କ ବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ ସହ ଦୁଇ ବସ୍ତା ଚାଉଳ ନେଇଯାଇଛନ୍ତି ।

ବର୍ତ୍ତମାନ ହାତୀପଲ ସେରଗଡ଼-ନୀଳଗିରି-ଉଦଳା 19 ନଂ ରାଜ୍ୟ ରାଜପଥର ଭାଲୁକାଶୁଣି ରାସ୍ତା ଅତିକ୍ରମ କରି ଭାଲୁକାଶୁଣି ଜଙ୍ଗଲରେ ଥିବା ବେଳେ ନୀଳଗିରି ବନ ବିଭାଗ ପକ୍ଷରୁ ସେମାନଙ୍କୁ ଜଗି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଶିଥିବା ଝାଡ଼ଖଣ୍ଡି ହାତୀମାନେ ତାଣ୍ଡବ ରଚିଥିବା ଜଣାପଡିଛି। ଗ୍ରାମ ଭିତରକୁ ପଶି ଲୋକଙ୍କ ଅନେକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି।Body:ଗତ ରାତିରେ ଗୁଡିଶୂଳ ଗ୍ରାମରେ ଝାଡ଼ଖଣ୍ଡି ହାତୀପଲ ପଶି ଘର ଭାଙ୍ଗିବା ସହ ଗୋଟିଏ ଗୋରୁକୁ କଚାଡି ମାରିଦେଇଥିବା ଜଣାପଡିଛି। ଏହାସହ ଲୋକଙ୍କ ବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ ସହ ଦୁଇ ବସ୍ତା ଚାଉଳ ନେଇଯାଇଛନ୍ତି।ବର୍ତ୍ତମାନ ହାତୀପଲ ସେରଗଡ଼-ନୀଳଗିରି-ଉଦଳା 19 ନଂ ରାଜ୍ୟ ରାଜପଥର ଭାଲୁକାଶୁଣି ରାସ୍ତା ଅତିକ୍ରମ କରି ଭାଲୁକାଶୁଣି ଜଙ୍ଗଲରେ ଥିବା ବେଳେ ନୀଳଗିରି ବନ ବିଭାଗ ପକ୍ଷରୁ ସେମାନଙ୍କୁ ଜଗି ରହିଥିବା ଦେଖିବାକୁ ମିଳିଛି।
Conclusion:ପ୍ରତିବର୍ଷ ନୀଳଗିରିକୁ ହାତୀ ଭୟ ଘାରୁଥିବା ବେଳେ ବନବିଭାଗ ଏଥିପ୍ରତି ଯତ୍ନବାନ ହେବାକୁ ଦାବି ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.