ETV Bharat / state

ମ୍ୟାଜିକ୍‌ ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ହାତାହାତି, 6 ଗୁରୁତର - ଗାନ୍ଧୀଛକ ଠାରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧୀଛକରେ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀର ପଥରମାଡରେ ୬ଜଣ ଗୁରୁତର । ଅଧିକ ପଢନ୍ତୁ

୨ ଗୋଷ୍ଠୀ ମଧ୍ୟରେ ମାରପିଟ
୨ ଗୋଷ୍ଠୀ ମଧ୍ୟରେ ମାରପିଟ
author img

By

Published : Dec 18, 2022, 7:44 AM IST

୨ ଗୋଷ୍ଠୀ ମଧ୍ୟରେ ମାରପିଟ

ବାଲେଶ୍ଵର: ଜିଲ୍ଲା ବସ୍ତା ଥାନା ଗାନ୍ଧୀଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ମ୍ୟାଜିକ୍‌ ଖେଳକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୬ ଜଣ ଗୁରୁତର ହୋଇଥିବା ବେଳେ ଗାନ୍ଧିଛକ ଋଣକ୍ଷେତ୍ର ପାଲଟିଥିଲା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: FIFA World Cup: 24ବର୍ଷ ପରେ ତୃତୀୟ ସ୍ଥାନ ଅଧିକାର କଲା କ୍ରୋଏସିଆ

ସୂଚନାଅନୁସାରେ, ଗତକାଲି(ଶନିବାର) ଗାନ୍ଧି ଛକରେ ଜଣେ ସାପକେଳା ମ୍ୟାଜିକ ଦେଖାଉଥିବା ବେଳେ ସେଠାରେ ଲୋକଙ୍କ ଭିଡ ଜମିଥିଲା । ସେହି ସମୟରେ ହଠାତ ସେକ ଜମସୂର୍ ନାମକ ଜଣେ ଯୁବକ ଆସି ସାପକେଳାକୁ ଗାଳିଗୁଲଜ କରିବା ସହ ଗୋଇଠା ମାରି ସାପୁଆର ପସରା ଭାଙ୍ଗିଦେଇଥିଲା । ପରେ ସାପଖେଳ ଦେଖୁଥିବା ଲୋକ ଏବଂ ଜାମସୁର ପରିବାର ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ପରେ ମାରପିଟ୍ ଆରମ୍ଭ ହୋଇଥିଲା ।

ଉଭୟ ପକ୍ଷଙ୍କ ମଧ୍ୟରେ ପଥର ବର୍ଷା ହେବା ସହିତ ଠେଙ୍ଗାରେ ପିଟା ମରା ହୋଇ ବହୁ ଲୋକ ଆହତ ହୋଇଥିବା ବେଳେ ଉଭୟ ପକ୍ଷର 6 ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଥିବା ବେଳେ ଘଟଣାସ୍ଥଳରେ 2 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.