ETV Bharat / state

କେମିତି ଚାଲିଛି ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି, ଦେଖନ୍ତୁ - ବାଲେଶ୍ବର

ବାଲେଶ୍ବରରେ ନିର୍ବାଚନୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ କର୍ମଚାରୀମାନେ ବୁଥ୍‌ରେ ପହଞ୍ଚି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଭଳି ଚାଲିଛି ପ୍ରସ୍ତୁତି ପୋଲିଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲା ଇଟିଭି ଭାରତ ଟିମ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 28, 2019, 2:28 PM IST

ବାଲେଶ୍ବର: ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ରାଜ୍ୟରେ 6ଟି ଲୋକସଭା ଓ 41ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ ଆସନ୍ତାକାଲି( ସୋମବାର) ମତଦାନ ଥିବାରୁ ପୋଲିଂ ବୁଥ୍‌କୁ ପହଞ୍ଚି ସାରିଲେଣି ପୋଲିଂ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜିଲ୍ଲାର ସମସ୍ତ ପୋଲିଂ ବୁଥ୍‌ ସଜେଇ ହେବାକୁ ଲାଗିଲାଣି । ପୋଲିଂ ବୁଥ୍‌ରେ କର୍ମଚାରୀମାନେ ପହଞ୍ଚି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ତେବେ କିଭଳି ଭାବେ ଚାଲିଛି ପୋଲିଂ ବୁଥ୍ ଅଧିକାରୀଙ୍କ ପ୍ରସ୍ତୁତି । ବୁଥ୍ ନଂ 120ରେ ଆମ ଇଟିଭି ଭାରତ ଟିମ୍ ପୋଲିଂ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.