ETV Bharat / state

ଅବକାରୀ ବିଭାଗର ଅଚାନକ ଚଢାଉ, 15 କେଜି ଗଞ୍ଜେଇ ଜବତ

ବାଲେଶ୍ବର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟର ଅଚାନକ ଚଢାଉ । ସୋର ପୋଲିସ ସହାୟତାରେ ଚଢାଉ କରିଥିଲା ବିଭାଗ । 15 କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Aug 31, 2019, 10:08 PM IST

ବାଲେଶ୍ବର: ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଖନ୍ତାପଡା ଥାନା ଅଧୀନ ଫତେପୁର ଯୁଣିଆ ଗାଁରେ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଶନିବାର ଭୋର ସମୟରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଓ ସୋର ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଅଶୋକ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଦୋକାନ କରିଥିବା ବେଳେ ସେଠାରେ ସେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା।

ଅଶୋକ ନିଜ ଦୋକାନକୁ ଗଞ୍ଜେଇ ନେଉଥିବା ବେଳେ ଅବକାରୀ ବିଭାଗ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ 15 କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 90 ହଜାର ଟଙ୍କା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଖନ୍ତାପଡା ଥାନା ଅଧୀନ ଫତେପୁର ଯୁଣିଆ ଗାଁରେ ଚଢ଼ାଉ କରାଯାଇ ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି।

ଆଜି ଭୋର ସମୟରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଓ ସୋର ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଅଶୋକ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଦୋକାନ କରିଥିବା ବେଳେ ସେଠାରେ ସେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅଶୋକ ନିଜ ଦୋକାନକୁ ଗଞ୍ଜେଇ ନେଉଥିବା ବେଳେ ଅବକାରୀ ବିଭାଗ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ 15 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ 90 ହଜାର ବୋଲି ଜଣାପଡିଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.