ବାଲେଶ୍ବର: ଅଯୋଧ୍ୟା ଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅବସରରେ ବାଲେଶ୍ବର ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ, ଆରଏସଏସ, ବିଜେପି, ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଏକ ରଥ ପରିକ୍ରମା କରିଛନ୍ତି । ମୋତିଗଞ୍ଜର ରାଧାକୃଷ୍ଣ ମନ୍ଦିରରୁ ବାହାରିଥିବା ଏହି ରଥ ସହର ପରିକ୍ରମା କରିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ