ETV Bharat / state

ବାଲେଶ୍ବରରେ ବିଦ୍ୟୁତ ଆଘାତରେ 5 ଗାଇ ମୃତ - five

ବାଲେଶ୍ବର କମର୍ଦା ଥାନା ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 5 ଗୋରୁ ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 1, 2019, 4:17 PM IST

ବାଲେଶ୍ବର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 5 ଗୋରୁ ମୃତ । ଏହି ଘଟଣା ଘଟିଛି ବାଲେଶ୍ବର କମର୍ଦା ଥାନା ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

କମର୍ଦ୍ଦା ଥାନା କୋଇରୋଣ୍ଡା ଗ୍ରାମରେ 11 କେଭି ବିଦ୍ୟୁତ ତାର ଗତ ରାତିରେ ଛିଣ୍ଡି ଚାଷଜମିରେ ପଡିଥିଲ। । ତେବେ ସକାଳେ ଗାଇ ଗୁଡିକ ବିଲକୁ ଖାଦ୍ୟ ଅନ୍ବେଷଣରେ ଯିବାବେଳେ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏଥିଯୋଗୁଁ ଏକା ସାଙ୍ଗରେ 5 ଗୋରୁଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା ।

ମୃତ ଗୋରୁଙ୍କ ମାଲିକ କିଏ ଜଣାପଡି ନଥିବାବେଳେ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 5ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Body:କମର୍ଦ୍ଦା ଥାନା କୋଇରୋଣ୍ଡା ଗ୍ରାମର 11କେଭି ବିଦ୍ୟୁତ ତାର ଗତ ରାତିରେ ଛିଣ୍ଡି ବିଲ ଉପରେ ପଡିଥିଲ। ସକାଳେ ଗୋରୁ ବିଲକୁ ଖାଦ୍ୟ ଅନ୍ୱେଷଣରେ ଯିବା ବେଳେ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏକ ସାଙ୍ଗରେ 5ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା।

Conclusion:ମୃତ ଗୋରୁଙ୍କ ମାଲିକ କିଏ ଜଣାପଡି ନଥିବା ବେଳେ ସ୍ଥାନୀୟ ଲୋକମାନେ ବିଦ୍ୟୁତ ବିଭାଗର ଅପରଗତାକୁ ଦାୟୀ କରିଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.