ETV Bharat / state

ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ବାଲେଶ୍ବର ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ

ବାଲେଶ୍ବର ଜିଲ୍ଲା ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ। ନିଆଁ ଲାଗିବା କାରଣ ଅସ୍ପଷ୍ଟ। ଅଧିକ ପଢ଼ନ୍ତୁ...

fire in balasore sub registrar's office, balasore sub registrar's office, ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ବାଲେଶ୍ବର ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ, ଅଗ୍ନିକାଣ୍ଡ
ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
author img

By

Published : Dec 9, 2019, 11:00 PM IST

ବାଲେଶ୍ଵର: ଜିଲ୍ଲାର ସବ୍-ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ। ସୋମବାର ରାତି ପ୍ରାୟ ସାଢ଼େ 9ଟାରୁ 10ଟା ମଧ୍ୟରେ ଅଫିସ ଭିତରୁ ଧୂଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ। ଅଫିସ ଭିତରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡିଯାଇଥିବା ବେଳେ ତା ଭିତରକୁ ପଶିବା ସମ୍ଭବ ହେଉନି।

ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାର ଚେଷ୍ଟା ଜାରି ରଖିଛି। ଧୂଆଁର ମାତ୍ରାଧିକ ପ୍ରକୋପ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ଜାଣିବା ମଧ୍ୟ ସମ୍ଭବ ପର ହୋଇନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ସଟସର୍କିଟ ଯୋଗୁଁ ହୋଇଥାଇ ପାରେ ବୋଲି କୁହାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ। ଆଜି ରାତି ପ୍ରାୟ ସାଢ଼େ 9 ରୁ 10 ଟା ଭିତରେ ଅଫିସ ଭିତରୁ ଧୂଆଁ ବାହାରୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଅଫିସ ଭିତରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଥିବା ବେଳେ ତା ଭିତରକୁ ପଶିବା ସମ୍ଭବ ହେଉନି। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଚେଷ୍ଟା ଜାରି ରଖିଛନ୍ତି। ଧୂଆଁର ମାତ୍ରାଧିକ ପ୍ରକୋପ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ଜାଣିବା ମୁସ୍କିଲ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସଟସର୍କିଟ ଯୋଗୁଁ ହୋଇଥାଇ ପାରେ ବୋଲି କୁହାଯାଉଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.