ETV Bharat / state

ସୋରରେ ଗୋଷ୍ଠୀ ସଂଘର୍ଷ, 7 ଗୁରୁତର

author img

By

Published : Jan 2, 2020, 7:37 PM IST

ସୋର ଥାନା ଅଞ୍ଚଳରେ ବାଡବସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ 7 ଜଣ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

_fight between neighbours due to wall issue
ବାଡବସାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାଲେଶ୍ଵର: ସୋର ଥାନା ଅଞ୍ଚଳରେ ବାଡବସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ 7 ଜଣ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବାଡବସାକୁ ନେଇ ଗୋଷ୍ଠୀ ସଂଘର୍ଷ

ସୂଚନାନୁସାରେ, ସୋର ଥାନା ଖରିଦା ଗ୍ରାମର ଦିବାକର ପ୍ରଧାନଙ୍କ ପରିବାର ନିଜ ଜମିରେ ବାଡ ବସାଉଥିଲେ । ଏହି ସମୟରେ ତାଙ୍କର ପଡୋଶୀ ଦୁଲା ପ୍ରଧାନ, ଗୋପୀନାଥ ପ୍ରଧାନ, ମହେଶ୍ୱର ପ୍ରଧାନ ପ୍ରମୁଖ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ମାରପିଟା ଲାଗିବାରୁ 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ବାଡ଼ ବସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଯୋଗୁଁ 7 ଜଣ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ମିଳିଥିବା ଖବର ଅନୁସାରେ, ସୋର ଥାନା ଖରିଦା ଗ୍ରାମର ଦିବାକର ପ୍ରଧାନଙ୍କ ପରିବାର ନିଜ ଜମିରେ ବାଡ଼ ବସାଉଥିଲେ। ଏହି ସମୟରେ ତାଙ୍କର ପଡୋଶୀ ଦୁଲା ପ୍ରଧାନ, ଗୋପୀନାଥ ପ୍ରଧାନ, ମହେଶ୍ୱର ପ୍ରଧାନ ପ୍ରମୁଖ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ବାଡ଼ିଆ ପିଟା ଲାଗିବାରୁ 7 ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.