ETV Bharat / state

ଚୋରା ମଦ ବେପାର ଆଡ୍ଡାରେ ଅବକାରୀ ବିଭାଗର ଚଢାଉ, 4 ଗିରଫ - Excise department raid in Balasore

ବାଲେଶ୍ବରରେ ଦେଶୀ ମଦ ସାଙ୍ଗକୁ ବିଦେଶୀ ମଦ ଚୋରା ବେପାର ଆଡ୍ଡାରେ ଅବକାରୀ ବିଭାଗର ଚଢାଉ । ଏହି ଘଟଣାରେ 4ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 30, 2019, 3:59 PM IST

ବାଲେଶ୍ବର: ସହରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସଦର ଡିଏସପିଙ୍କ ନେତୃତ୍ବରେ 10 ଜଣିଆ ଟିମ ଚଢାଉ କରିଥିଲା । ଚଢାଉ ବେଳେ 2 ହଜାର ଲିଟର ଦେଶୀମଦ, ଗୋଟିଏ ବାଇକ ଜବତ କରିବା ସହ 4ଜଣକୁ ଗିରଫ କରିଛି ପୋଲିସ ।

ଭିଡି଼ଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସହରରେ ଦେଶୀ ମଦ ସାଙ୍ଗକୁ ବିଦେଶୀ ମଦ ଚୋରା ବେପାର ହେଉଥିବା ଅଭିଯୋଗ ହେଉଛି । ଫଳରେ ସହରରେ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଚିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଉଛି ଏଭଳି ପଦକ୍ଷେପ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro: ବାଲେଶ୍ୱର ସଦର ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ, ଗୋଟିଏ ବାଇକ ସହ 4 ଜଣଙ୍କୁ ଗିରଫ କରାଯାଇଛି।

Body:ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସଦର ଡିଏସପି ଙ୍କ ନେତୃତ୍ୱରେ ଏକ 10 ଜଣିଆ ଟିମ ଚଢ଼ାଉ କରିଥିଲା। ସହଦେଵଖୁଣ୍ଟା, ଟାଉନ ଓ ସଦର ଥାନା ଅଞ୍ଚଳରେ ଏହି ଟିମ ଚଢ଼ାଉ କରି 2 ହଜାର ଲିଟର ଦେଶିମଦ ଜବତ କରିଥିଲା। ଏହାସହ 4ଜଣ ଅଭିଯୁକ୍ତ ଓ ଗୋଟିଏ ବାଇକ ଜବତ କରିଥିବା ଜଣାପଡ଼ିଛି।

Conclusion:ତେବେ ସହରରେ ଦେଶୀ ସାଙ୍ଗକୁ ବିଦେଶୀ ମଦ ଚୋରା ବେପାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ବାଇଟ- ଶେଖ ଆଶାଫ ଅଲ୍ଲୀ(ଅବକାରୀ ଡିଏସପି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.