ETV Bharat / state

ବାଲେଶ୍ବରରେ ହାତୀ ଉପଦ୍ରବ

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ହାତୀ ଉପଦ୍ରବ । ବ୍ୟାପକ ଫସଲ ନଷ୍ଟ ଅଭିଯୋଗ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 27, 2019, 11:40 AM IST

Updated : Aug 27, 2019, 1:17 PM IST

ବାଲେଶ୍ବର: ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ବଢି ଚାଲିଛି କୂଳଡିହା ହାତୀଙ୍କ ଉତ୍ପାତ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବାଲେଶ୍ବର

ସେହିପରି ଗତକାଲି(ସୋମବାର) ବିଳମ୍ବିତ ରାତିରେ ଛୋଟ କାନପୁର ଗାଁର ପଦ୍ମନାଭ ପ୍ରଧାନଙ୍କ ଘର ଭାଙ୍ଗିଛନ୍ତି ହାତୀପଲ । ଘରର କାନ୍ଥ ପଡି ପଦ୍ମନାଭଙ୍କର ତିନି ଗୋରୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଆଜି(ମଙ୍ଗଳବାର) ସକାଳେ ଗ୍ରାମ ନିକଟସ୍ଥ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଫଳରେ ଏବେ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଦିନକୁ ଦିନ ବଢି ଚାଲିଛି କୂଳଡିିହା ହାତୀଙ୍କ ଉତ୍ପାତ। କେତେବେଳେ ଚାଷଜମିରେ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଛୋଟକାନପୁର ଗାଁ ରେ ପ୍ରବେଶ କରି ପଦ୍ମନାଭ ପ୍ରଧାନଙ୍କ ଘର ଭାଙ୍ଗିଛନ୍ତି। ଏହାଦ୍ୱାରା କାଁଥ ପଡି ତିନି ଗୋରୁ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ସକାଳେ ହାତୀପଲ ଚାଷ ଜମିରେ ପଶି ଯିବା ଯୋଗୁଁ ବ୍ୟପକ କ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏବେ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଥିବା ବେଳେ ବନ ବିଭାଗ କୋୖଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।Conclusion:
Last Updated : Aug 27, 2019, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.