ETV Bharat / state

ଉତ୍ତମ ଭବିଷ୍ୟତ ପାଇଁ 'ସମସ୍ତଙ୍କ ପାଇଁ ଶିକ୍ଷା' ଜରୁରୀ - ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ

'ସମସ୍ତଙ୍କ ପାଇଁ ଶିକ୍ଷା' କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଆଜିର ଭବିଷ୍ୟତ ଜାଣିବା ଉଚିତ୍ ଯେ ଶିକ୍ଷା ଦ୍ଵାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 19, 2019, 11:29 PM IST

ବାଲେଶ୍ବର: ଜିଲ୍ଲାର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ବ୍ରିଟିଶ୍ ହଲ୍ ପରିସରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ 'ସମସ୍ତଙ୍କ ପାଇଁ ଶିକ୍ଷା' ନାମକ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏଥିରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ, ଫକୀର ମୋହନ ସ୍ବୟଂ ଶାସିତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମୟ ଦାସ ଅଧିକାରୀ, ଫକୀର ମୋହନ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ସେଠି ପ୍ରମୁଖ ଯୋଗ ଦେଇଥିଲେ।

'ସମସ୍ତଙ୍କ ପାଇଁ ଶିକ୍ଷା' କାର୍ଯ୍ୟକ୍ରମ ବହୁତ ସମୟ ଓ ସ୍ବାଗତ ଉପଯୋଗୀ ହୋଇଥିବା ବେଳେ ଆଜିର ଭବିଷ୍ୟତ ଜାଣିବା ଉଚିତ୍ ଯେ ଶିକ୍ଷା ଦ୍ଵାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ । ଏହାସହ ସବୁ ବାଧା ବିଘ୍ନ ସତ୍ତ୍ଵେ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ନିରନ୍ତର ପ୍ରକ୍ରିୟାର ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବ୍ରିଟିଶ୍ ହଲ୍ ପରିସର ରେ କିଟ୍ ଓ କିସ୍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ନାମକ ଏକ ଜନ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ମଧୁମିତା ଦାସ, ଫକୀର ମୋହନ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଶ୍ରିମୟ ଦାସ ଅଧିକାରୀ, ଫକୀର ମୋହନ ଜୁନିୟର କଲେଜ ଅଧ୍ୟକ୍ଷା ଡଃ ମିନତୀ ସେଠି ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ବହୁତ ସମୟ ଉପଯୋଗୀ ହୋଇଥିବା ବେଳେ ଆଜିର ଭବିଷ୍ୟତ ଜାଣିବା ଉଚିତ୍ ଯେ ଶିକ୍ଷା ଦ୍ଵାରା ହିଁ ସମସ୍ତ ସମସ୍ୟା ର ସମାଧାନ ହୋଇ ପାରିବା ସହ ସବୁ ବାଧା ବିଘ୍ନ ସତ୍ତ୍ଵେ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ନିରନ୍ତର ପ୍ରକ୍ରିୟା ର ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.