ETV Bharat / state

ବାଲେଶ୍ଵରରେ ପ୍ରତିଷ୍ଠା ହେଲା ସାଇବର ଥାନା, ରହିଛନ୍ତି ଦକ୍ଷ ଅଫିସର

author img

By

Published : Dec 29, 2021, 10:54 PM IST

ବାଲେଶ୍ବରରେ ପ୍ରତିଷ୍ଠା ହେଲା ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା । ଅଧିକ ପଢନ୍ତୁ

ବାଲେଶ୍ଵରରେ ପ୍ରତିଷ୍ଠା ହେଲା ସାଇବର ଥାନା, ରହିଛନ୍ତି ଦକ୍ଷ ଅଫିସର
ବାଲେଶ୍ଵରରେ ପ୍ରତିଷ୍ଠା ହେଲା ସାଇବର ଥାନା, ରହିଛନ୍ତି ଦକ୍ଷ ଅଫିସର

ବାଲେଶ୍ଵର: ଜିଲ୍ଲାରେ ପ୍ରତିଷ୍ଠା ହେଲା ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା (Cyber And Economic Offence Police Station Inaugurated) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ।

ଏହି ଥାନା ବିଶେଷ କରି ସାଇବର କ୍ରାଇମ, ଟଙ୍କା ଠକେଇ ଭଳି ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହେବ । ଥାନାରେ ଦକ୍ଷତା ସମ୍ପନ୍ନ ଅଫିସର ରହିଛନ୍ତି । ଜଣେ ଇନସ୍ପେକ୍ଟର, ଦୁଇଜଣ ସବ ଇନସପେକ୍ଟର, ଦୁଇଜଣ ASI ଓ ୪ ଜଣ କନଷ୍ଟେବଳଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ସାଇବର ଓ ଅର୍ଥନୈତିକ ଅପରାଧ ଉପରେ ନଜର ରଖିବେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.